-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
11-Dec-2021
ଢେଙ୍କାନାଳ, ତ୍କଳ ସାମ୍ବାଦିକ ସଂଘର ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ , ବରିଷ୍ଠ ସାମ୍ବାଦିକ ତଥା ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ର ମାର୍ଗଦର୍ଶକ ବିକ୍ରମ କେଶରୀ ପାଣିଙ୍କର ଆଜି ସକାଳ ୯ଟା ସମୟରେ ଭୁବନେଶ୍ୱର ସମ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି । ଢେଙ୍କାନାଲ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ବର୍ଗତ ବିକ୍ରମ ବାବୁଙ୍କ ଆମର ଆତ୍ମାର ସଦ୍ଗତି କାମନା କରାଯାଇଛି l ଆଜି ଢେଙ୍କାନାଳ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ଶୋକସଭା ରେ ସଂଘ ର ସମସ୍ତ୍ ସଭ୍ଯ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଶ୍ରୀ ପାଣି ଙ୍କ ସ୍ମୃତି ଚାରଣ କରିଥିଲେ l