-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
10-Dec-2021
କଣ୍ଟାମାଳ (ଅକୃର ସାହୁ): ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଵନାଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଵ୍ଯାପକ ଫସଲ ନଷ୍ଟ ହୋଇଯାଇଛି । ଆଜି ବରଗାଁ ପଞ୍ଚାୟତର କୁମେଳବନ୍ଦ ଗ୍ରାମର ଳିଙ୍ଗରାଜ ସାହୁଙ୍କ ଦୁଇ ଏକର ରୁ ଅଧିକ ଜମିରେ ହାତୀ ମାନେ ଧାନ ଖାଇ ନଷ୍ଟ କରିଛନ୍ତି। ସେ ଅକ୍ଷମ ଥିବା ରୁ ଭାଗୁଆ ବାବଦରେ ଲୋକନାଥ ଦିଗାଳ ଦେଇ ଥଲେ। ତାଙ୍କର ଵର୍ଷକର ଗୁଜରାଣ ମେଣ୍ଟାଇବା ଭରସା କୁ ଧୁଳିସାତ କରିଛନ୍ତି । ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବନବିଭାଗ ନିକଟରେ ଦାବି କରାଯାଇଛି ।