-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
09-Dec-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥିତ ଭୀମ ଭୋଇ ଛକ ଠାରେ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଠାରେ ତାମିଲନାଡୁର କନ୍ନୁର ଠାରେ ବାୟୁସେନାର ହେଲିକେପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ରେଢ଼ାଖୋଲ ଜନ ସାଧାରଣଙ୍କ ପକ୍ଷରୁ ଦୀପ ପ୍ରଜ୍ଜ୍ୱଳନ କରି ତାଙ୍କର ଆତ୍ମା ସଦଗତି ଓ ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ବରିଷ୍ଟ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ପ୍ରତାପ ପ୍ରଧାନ, ଶିବରାମ ସାହୁ, ସନ୍ତୋଷ ସାହୁ, ନରେନ୍ଦ୍ର ମଲ୍ଲିକ, ଶିବ ପ୍ରସାଦ ପାନିକର, ତପନ କୁମାର ବିଶ୍ବାଳ, ପ୍ରସନ୍ନ ପ୍ରଧାନ, ଅନିଲ ପୁଷ୍ଟି, ବବୁଲୁ ଦେବ, ରାଜା ସିଂ ଓ ନୀଳମଣି ନାଗ ପ୍ରମୁଖ ସାମିଲ ହୋଇଥିଲେ।