-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
କଟକ (ପ୍ରେରଣା ଖବର) - ରାଜ୍ୟର ସବୁ ବାର୍ ଆସୋସିଏସନ୍ ନିର୍ବାଚନ ଲାଗି ତାରିଖ ଘୋଷଣା, ବାର୍ ଆସୋସିଏସନ୍ ନିର୍ବାଚନ ଲାଗି ଡିସେମ୍ବର ୧୨ ତାରିଖ ଧାର୍ଯ୍ୟ, ନିର୍ବାଚନ ଲାଗି ରାଜ୍ୟ କାଉନସିଲ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି, ଗତ ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ କରୋନା ଯୋଗୁଁ ବନ୍ଦ ଥିଲା.*