-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
କଟକ, ( ଦୀପକ କୁମାର ଷଡଙ୍ଗୀ )କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କରିଲୋ ଗ୍ରାମ ପଞ୍ଚାୟତ ର ହାଣ୍ଡି ଭଙ୍ଗା ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡ଼ାଃ ଅଶ୍ଵିନୀ ଲେଙ୍କା ପାଖ ଅଞ୍ଚଳରୁ ଆସିଥିବା ୭୦ ରୁ ଉର୍ଦ୍ଧ୍ବ ରୋଗୀ ଙ୍କୁ ବିଭିନ୍ନ ରୋଗର ଚିକିତ୍ସା କରିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲେ।ଓ ସ୍ଥାନୀୟ ଯୁବ ସମାଜ ସେବୀ ମାନେ ସାହାଯ୍ୟ କରିଥିଲେ ।କରୋନା ମହାମାରୀ ସମୟରେ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଡଃ ଅଶ୍ଵିନୀ ଲେଙ୍କା ଜଣେ ସଫଳ ସମାଜସେବୀ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।