-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Dec-2021
ଭବାନୀପାଟଣା(ସଂଜୀବ କୁମାର ଦାସ) : ଆଜି ୧୨ ଘଣ୍ଟିଆ ମ.ରାମପୁର ବନ୍ଦ ଡାକରା ଦିଆଯାଇଛି l ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି l ମ.ରାମପୁର ସହ ନର୍ଲା ଓ କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ବନ୍ଦ ପାଳନ କରାଯାଇଥିବା ସୂଚନା ମିଳିଛି l