-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ): ମଙ୍ଗଳବାର ଦୀନ ଗୋଷ୍ଠୀ ସ୍ୱାସ୍ଥ୍ୟ ସାଧନା କେନ୍ଦ୍ର ଖରଜୁରା ଆନ୍ତରଗତ ମହଲେ ଗ୍ରାମ ଠାରେ ବିଶ୍ୱ ଏଡସ ଦିବସ ପାଳନ ହୋଇଯାଇଛି ଏଥିରେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ଼ା ସଂଗୀତା ଚୌଧୁରୀ, ଶ୍ରୀ ଅଶୋକ କୁମାର ମିଶ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ନାଇକେନପାଲି, ଶ୍ରୀମତୀ କଲ୍ୟାଣୀ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ଥାନୀୟ ଆଶା କର୍ମୀ ଏବଂ ଅଙ୍ଗନବାଡି ଦିଦି ଉପସ୍ଥିତ ଥିଲେ, ଡ଼ା ଚୌଧୁରୀ ଏଡସ ରୋଗ ର ପୁଙ୍ଖାନୁ ପୁଙ୍ଖ ଆଲୋଚନା କରି ଥିଲେ, ଶ୍ରୀ ମିଶ୍ର ସଭାପରୀ ଚାଲନା କରି ଥିବାବେଳେ, ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇ ଥିଲା l