-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
ଦେଓଗାଁ (ସୁଶିଲ ନାଗ ): ଦେଓଗାଁ ବ୍ଲକ୍କ ଅନ୍ତର୍ଗତ ମହଲେଇ ଗ୍ରାମପଞ୍ଚାୟତର ବେଲାରପାଲି ଗ୍ରାମକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ ବ୍ଳକ କଂଗ୍ରେସ ର ଏକ ପ୍ରତିନିଧି ଦଳ ପହଞ୍ଚିଥିଲେ ସେହି ଗ୍ରାମର
କିଡନି ରୋଗରେ ମୃତ୍ୟୁବରଣ କରିଥିବା ପଚିବାର ବର୍ଗଙ୍କୁ ଭେଟି ସେମାନଙ୍କୁ ସମବେଦନା ଜଣାଇଥିଲେ ଏବଂ ଉକ୍ତ ଗ୍ରାମରେ ଚିକିତ୍ସିତ ହେଉଥିବା ରୋଗି ମାନଙ୍କୁ ଭେଟି ସେମାନଙ୍କର ସ୍ଵାସ୍ଥ୍ୟ ଅବସ୍ତା କେମିତ ଅଛି ପଚାରି ବୁଝିଥିଲେ।