-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର କାଜ୍ୟ କ୍ରମ ରେ ଓଡ଼ିଶା ଷ୍ଟେଟ କମିଶନର ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଚାଳିଶି ଦିନିଆ ଶିଶୁ ଅଧିକାର ଅଭିଯାନ କାଯ୍ୟ କ୍ରମ ,ନଭେମ୍ବର ଏକ ତାରିଖ ଠାରୁ ଡ଼ିସେମ୍ବର ଦଶ ତାରିଖ ପର୍ଯ୍ୟନ୍ତ ଏହି ଶିଶୁ ଅଧି କାର ଅଭିଯାନ ରଥ ସାର ରାଜ୍ୟ ବ୍ୟାପି ସଚେତନ ବାର୍ତ୍ତା ଦେଇ ଯାଉଥିବା ବେଳେ ଆଜି ଏହି ଶିଶୁ ଅଧିକାର ଅଭିଯାନ ରଥକୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମ ପାଣି ଠାରେ ଅଙ୍ଗୱାଡ଼ି କର୍ମୀ , ଆଶା କର୍ମୀ ଓ ଶିକ୍ଷକ ମାନେ ଉପସ୍ଥିତ ରହି ଶିଶୁ ଅଧିକାର ଅଭିଯାନ ରଥକୁ ପୁଜା ବିଧି କରି ସ୍ୱାଗତ କରାଯାଇ ଥିଲା l
ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ଶିଶୁ ବିକାଶ ତତଫରୁ ଆମ ପାଣି ସେକ୍ଟର ମହିଳା ପରିଦଶିକା ଶ୍ରୀମତୀ ରାଧା ରାଣୀ ଦେଇ,ଶ୍ରୀମତୀ ସୋନିଆ ହେମ୍ରମ ଓ କୋକଶରା ବ୍ଲକ ଅଙ୍ଗନବାଡି ଏସୋସେସନ ସଭାନେତ୍ରୀ ଶ୍ରୀମତୀ ଦମୟନ୍ତି ବେଶ୍ର।, ଆମପାଣି ସେ କଟର ସଭାନେତ୍ରୀ ଶ୍ରୀମତି ତୁଲସି ବେଶ୍ର। ଓ ଆମ ପାଣି ସି ଆର ସି ସି - ଶ୍ରୀ ଯୁକ୍ତ ପ୍ରମୋଦ କୁମାର ପୁରୋ ହିତ, ଶିକ୍ଷକ ମାନେ ହେଲେ, ଇଶ୍ୱରୀପ୍ରସାଦ ଅଗସ୍ତି ଭାଗ୍ୟବାନ ବାଗ,ଦମନିକ ସୁନାନୀ, ଗୌତମବାଗ, ଚନ୍ଦ୍ରମଣି ବେମାଲ,ତୁଳସୀରାମବାଗ, ରାଜେନ୍ଦ୍ର ବାଗ,ମାଧବ ଧ ମାଝି ,ଗଜାନନ ବାଗ, ସୁନିଲ ନା ଏକ,ଲକ୍ଷ୍ମୀକାନ୍ତ୍ ସେଠି, ସିତାକାନ୍ତ ନା ଏକ, ଅନିଲ କୁମାର ପଟ୍ଟଯୋଶି .ପରମେଶ୍ଵର ପଟ୍ଟନାୟକ ଓ ଅନେକଛାତ୍ରଛାତ୍ରି ଉପସ୍ଥିତ ରହି ଏହି ଶିଶୁଶୁରକ୍ଷା ରଥକୁ ବହୁ ଆନନ୍ଦର ସହ ସ୍ଵାଗତ ଜଣାଇଥିଲେ ।