-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||      ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||      ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   (18-Jun-2026)       ||      ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   (18-Jun-2026)       ||      ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ    (18-Jun-2026)       ||      ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||     

HOME   ରାଜ୍ୟ

ବଲାଙ୍ଗିର : ଆସନ୍ତୁ ଥରେ ବୁଲି ଯିବା ତ୍ରିଲିଙ୍ଗେଶ୍ୱର ବାବାଙ୍କ ମନ୍ଦିର

17-Nov-2021



ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ସଦର ମହକୁମା ଠାରୁ ପ୍ରାୟ ୧୦ କିମି ଏବଂ ହରିଶଙ୍କର ଶୈବ ପୀଠ ରୁ ୫ କିମି ପାହାଡିଆ ରାସ୍ତାରେ ପଡେ କନ୍ଦରାଭଟ୍ଟା ତ୍ରିଲୋଙ୍ଗେଶ୍ୱର ଶୈବ ପୀଠ, ଗାନ୍ଧମାର୍ଦନ ପାହାଡ଼ରୁ ବାହାରିଥିବା ଏକାଧିକ ଝରଣା ଭିତରୁ ଏକ ଝରଣା ଅଦ୍ଗାମାସ୍ଥଳୀ ହେଉଛି ବାବା ତ୍ରିଲିଙ୍ଗେଶ୍ୱର (ଜଳମହାଦେବ)ଅଭିର୍ଭାବ ସ୍ଥଳ ଯାହାକି ବର୍ତମାନ ମନ୍ଦିର ଠାରୁ ପ୍ରାୟ ୨ କିମି ଉପରେ ଅବସ୍ଥିତ, ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବାବାଙ୍କ ପ୍ରକୁତ ପିଠ ପାହାଡ଼ ଉପରେ ଥିବାରୁ ସେଠାକୁ ଯାଇ ପୂଜାର୍ଚନା କରିବା ସମ୍ଭବ ହେଉନଥିଲା,

 

ଫଳରେ ତଳେ ତ୍ରିଲିଙ୍ଗେଶ୍ୱର ବାବାଙ୍କ ମନ୍ଦିର କରି ବିଗ୍ରହ ପ୍ରତିଷ୍ଠା କରାଯାଇ ଥିଲା, କିମ୍ବଦନ୍ତୀ ଅନୁସାରେ ସ୍ଥାନୀୟ କନ୍ଦ ସମ୍ପରଦାୟର ଲୋକମାନେ ଝରଣା ପଡୁଥିବା ସ୍ଥାନରେ ପଥର କୋରଡ଼ାରେ ବାବାଙ୍କ ଦିବ୍ୟ ଦର୍ଶନ ପାଇଥିଲେ ପରେ ସ୍ୱପ୍ନାଦେଶାହୋଇ ବଲାଙ୍ଗୀର ମହାରାଜାଙ୍କ ଆଦେଶ କ୍ରମେ ମନ୍ଦିର ପ୍ରତିଷ୍ଠା କରାଯାଇ କନ୍ଦ ସାମ୍ପ୍ରଦାୟର ଲୋକମାନଙ୍କୁ ପୂଜାଅର୍ଚ୍ଚନାର ଭାର ଦିଆଯାଇଥିଲା ଏ ପର୍ଯ୍ୟନ୍ତ କନ୍ଦମାନଂକର ବଂଶଧର ପୂଜା ଅର୍ଚନା କରିଆସୁଛନ୍ତି, ଉଭୟ ଶୈବ ଓ ଶକ୍ତା ଉପାସନା ପୀଠ ଏହି ପୀଠରେ ଶିବଙ୍କ ସହିତ ଶକ୍ତି ଆରୂପିଣୀ ମା ଭୈରବୀଙ୍କ ମନ୍ଦିର ପାର୍ଶ୍ୱରେ ଅବସ୍ଥିତ,ଦଶହରା ସମୟରେ ଭୈରବୀଙ୍କ ଠାରେ ବାଲିପଡୁଥିବା ବେଳେ ଏଠାରେ ମାନସିକ କରି ବଳି ଦେବାର ପରମ୍ପରା ଚାଲି ଆସିଛି ବର୍ଷର ପ୍ରୟ

ସମୟରେ ଅର୍ଯ୍ୟଟକଙ୍କ ଭିଡ ଲାଗିରହୁଥିବା ବେଳେ ଶିବରାତ୍ରି, ମକର ସଂକ୍ରାନ୍ତି ପରି ପର୍ବ ପର୍ବାଣୀରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପାରିଲକ୍ଷିତ ହୋଇ ଥାଏ, ଏହା ବୈତିତ ଝରଣା ପାର୍ଶ୍ୱରେ ବଣ ଭୋଜି କରିବା ମଜା ନେଇଥାନ୍ତି ପର୍ଯ୍ୟଟକ, ସବୁଜ ବନାନୀ ଝରଣାର କୁଳୁକୁଳୁ ନାଦ ସହିତ ପରିବେଷର ଶାନ୍ତ ସିଂଗ୍ଧ ବାତାବରଣ ପର୍ଯ୍ୟଟକଙ୍କ ମନ ମହିଥିବା ବେଳେ ପର୍ଯ୍ୟଟନ ସ୍ଥଳୀର ବିକାଶ ଗମନାଗମନ ର ସୁବିଧା ନାହିଁ, ମନ୍ଦିରକୁ ଆସିବ ପାଇଁ ଭଲ ରାସ୍ତାଟିଆ ନ ଥିବା ବେଳେ ଏ ଯାଆଁ ମନ୍ଦିରର ଭିତିଭୂମିର ବିକାଶ ହୋଇନି lଏପରିକି ପର୍ଯ୍ୟଟକଙ୍କ ରହିବା ସ୍ନାନ ଶୌଚ ପାଇଁ କିଛି ବ୍ୟବସ୍ତା ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l  ସ୍ଥାନୀୟ ଲୋକଙ୍କ ଦାନ ଓ ଚାନ୍ଦାରେ ମନ୍ଦିର ପରିଚାଳନା କରୁଥିବା କହିଛନ୍ତି, ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବା ସହ ଉଜୁଡି ଯାଉ ଥିବା ପର୍ଯ୍ୟଟକ ସ୍ଥଳୀର ବିକାଶ ପାଇଁ ଧ୍ୟାନ ଦେବାକୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି 

(ଖପ୍ରାଖୋଲ ରୁ ବସନ୍ତ ମେହେରଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ   18-Jun-2026
  ଜିଲ୍ଲା  
ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   18-Jun-2026
  ଜିଲ୍ଲା  
ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   18-Jun-2026
  ଜିଲ୍ଲା  
*ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   18-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   18-Jun-2026
  ଜିଲ୍ଲା  
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   18-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   18-Jun-2026
  ଜିଲ୍ଲା  
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ   18-Jun-2026
  ଜିଲ୍ଲା  
ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   18-Jun-2026

You Might Also Like