-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2021
କଣ୍ଟାବାଞ୍ଜି (ଆନନ୍ଦ ମୋଟେ): କଣ୍ଟାବାଞ୍ଜି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ତାଲୁକା ଆଇନ ସେବା କମିଟି ତରଫରୁ ବାଳ ଦିବସ ପାଳନ ହୋଇ ଯାଇଛି ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏ.ଡି.ଜେ ଶ୍ରୀ ହିମାଂଶୁ ଶେଖର ମଲ୍ଲିକ, ଜେ.ଏମ.ଏଫ. ସି ଲିପ୍ସା ରାଉତ, ବ୍ରଜ ଶ୍ୟାମ ଗୁରୁ, ଅଶୋକ ଦାସ l ମଞ୍ଚାସୀନ ଥିଲେ lଜୁନିୟର କ୍ଲର୍କ ବ୍ରଜ ବିହାରୀ ମିର୍ଧା, ସମସ୍ତ ଶିକ୍ଷକ ବାଳକ ଉଚ୍ଚ ବିଦ୍ୟାଳୟ , ପାରା ଆଇନ ସ୍ବେଚ୍ଛାସେବୀ ଯୁଗଲ କିଶୋର ଶବର, ଗୋବିନ୍ଦ ତାଣ୍ଡି, ଉତ୍ତମ ଦାସ, ଜମ୍ବୁ ଛୁରା, କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ ।