-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ଆଜି ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ବରପାଲି ଜବାହରଲାଲ ନେହେରୁ ଯୁବ ପରିଷଦ ଆନୁକୁଲ୍ୟରେ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି
lଏପରିପେକ୍ଷୀରେ ଯୁବ ପରିଷଦ ର ସମସ୍ତ ସଦସ୍ୟ ତଥା ଶିଶୁ ମାନଙ୍କ ଗହଣରେ ବରପାଲି ବ୍ଳକ ଅଧ୍ୟକ୍ଷ ଶ୍ରୀମାନ କିଶୋର ଦଫାଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା
ଉତ୍ତୋଳନ ପରେ ଜବାହରଲାଲ ନେହେରୁ ଦେବାପାଇଁ ଚିରସ୍ମରଣୀୟ ହୋଇ ରହିବେ lଶିଶୁ ମାନଙ୍କୁ ସମସ୍ତଙ୍କ ଠାରୁ ସେ ଅତି ଭଲପାଉଥିଲେ lତାଙ୍କ ପ୍ରଚେଷ୍ଟା ରେ ଦେଶ ରେ ଅନେକ ଉନ୍ନତି ହୋଇଛି ବୋଲି ମତବ୍ୟକ୍ତ କରିଥିଲେ lଏ ପବିତ୍ର ଜୟନ୍ତୀ ରେ ବରପାଲି ବିଜେଡି ଦଳର ବ୍ଳକ ଡିଜିଟାଲ ସେକ୍ରେଟାରୀ ତଥା ସମାଜସେବୀ ସୁଜିତ ଗଡତିଆ ଙ୍କ ଠାରୁ ପ୍ରକାଶ