-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
07-Nov-2021
କପିଳାସ(ପ୍ରେରଣା ଖବର)
ଗତ ଅକ୍ଟୋବର ମାସ 29 ତାରିଖ ଦିନ ଅନୁଗୁଳ ବାଲିଯେରେଙ୍ଗା ଅଂଚଳରୁ ଉଦ୍ଧ।ର ହୋଇଥିବା ହାତୀ ଛୁଆ କୁ ଆଜି ଢେଙ୍କାନାଳ ସ୍ଥିତ କପିଳାସ ହାତୀ ଉଦ୍ଧ।ର କେନ୍ଦ୍ରରେ ଛଡ଼ା ଯାଇଛି । ଧରା ଯାଇଥିବା ହାତୀ ଛୁଆଟିର ବୟସ ପ୍ରାୟ 7ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ହାତୀ ଛୁଆଟି କପିଳାସ ରେ ପହଂଚିବା ପରେ ଡାକ୍ତର ଙ୍କ ଦ୍ଵାରା ତାହାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯିବା ସହ ହାତୀଛୁଆଟିକୁ କ୍ୟୁଆରେଣ୍ଟଇନ ରେ ରଖା ଯାଇଛି ।