-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2021
କୋଦଳା (ଉମା ମହାରଣା) -: ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରରେ ଚଢାଉ କରାଯିବା ସହ ୪ ଗୋଟି ବାଲି ବୋଝେଇ ଟ୍ରକ ଠାରୁ ଓ ଏମ୍ ଏମ୍ ସି (OMMC Rule-୨୦୧୬) କୁ ଉଲ୍ଲଂଘନ କରିଥିବା ପାଇଁ ୬୫୦୦୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ଚଢାଉ ରେ ତହସିଲଦାର ସସ୍ମିତା ଶତପଥୀ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ରାଜସ୍ୱ ନିରୀକ୍ଷକ ଶେଖର ଚନ୍ଦ୍ର ସେଠୀ ପ୍ରମୂଖ ସାମିଲ୍ ଥିଲେ । ଆଗକୁ ମଧ୍ଯ ଏଭଳି ଚଢାଉ ଜାରିରହିବ ବୋଲି ସୂଚନା ମିଳିଛି ।