-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

 ବଲାଙ୍ଗିର ଦିନ୍ ପାଇଁ ଦୁଲକିଲା କୋଶଳ କଳା ମଣ୍ଡଳ

02-Nov-2021



ବଲାଙ୍ଗିର- ନଭେମ୍ବର ୧ କୁ ବଲାଙ୍ଗିର ଦିନ୍ ଭାବରେ ପାଳିତ ହୋଇଯାଇଛି । ଇତିହାସକୁ ସ୍ମରଣ କରିବା ପାଇଁ ସମସ୍ତ ସମାଜିକ, ସାଂସ୍କୃତିକ, ରାଜନୈତିକ, ବ୍ୟାୟସାୟିକ ସଂଗଠନ ସକାଳୁ ମାଁ ପାଟଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ବଲାଙ୍ଗିର ଏକତା ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ । ତାପରେ ସମଲେଶ୍ୱରୀ ମନ୍ଦିରରେ ମହାଆଳତୀ କରି ମଶାଲ ଶୋଭାଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ନରସିଂହ ମିଶ୍ର । ଆବାହକ ଜୟକୃଷ୍ଣ ମିଶ୍ର ମଶାଲ ଧରି ବିକ୍ରମ ଛକ, ପିପି ଏକାଡେମୀ ଛକ, ପାଟଣାଛକ, ସରକାରୀ ବସଷ୍ଟାଣ୍ଡ ଦେଇ ପହଞ୍ôଚଲେ କୋଶଲ କଳାମଣ୍ଡଳ ସାଥିରେ ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, ସଂପାଦକ ପ୍ରଶାନ୍ତ ମହାକୁର, ସହ- ଅଧ୍ୟକ୍ଷ ବିନୋଦ କାଲସାଏ, ସାଂସ୍କୃତିକ ଅଧ୍ୟକ୍ଷ ଅର୍ଜୁନ ସାହୁ, ଉପଦେଷ୍ଟା କମିଟି ସଦସ୍ୟ ବିକ୍ରମ ବହିଦାର, ରତନ ମହାରଣା, ଧର୍ମେନ୍ଦ୍ର ନନ୍ଦ, ଦିନେଶ ଶର୍ମା, ପ୍ରଭାସ ପାଣିଗ୍ରାହୀ, ମୁରଲି ପତି, କପିଳେଶ୍ୱର ଖମାରୀ, କାହ୍ନା ଶତପଥୀ, ସୋମନାଥ ମିଶ୍ର, ସଂଜିବ ସାହୁ, ଲିଲି ପଟେଲ, ନୂତନ ଦାସ, ରାମନାରାୟଣ ଦାଶ, ନବଘନ ଦାସ, ବାସୁଦେବ ସାହୁ, ଅଭିଷେକ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମଞ୍ଚ ପୂଜା ପରେ ସାଂସ୍କୃତିକ ସଭାରେ ବଲାଙ୍ଗିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କମିଟି ସଦସ୍ୟ / ସଦସ୍ୟା ଯୋଗଦେଇଥିଲେ । ଅପରାହ୍ନ ରେ ବଲାଙ୍ଗିର ବିକାଶରେ ଗଣ ମାଧ୍ୟମର ଅବଦାନ ଶିର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଶଳ ପ୍ରବାହର ସଂପାଦକ ଆନନ୍ଦ ଚନ୍ଦ ସାହୁ ସଭାପତିତ୍ୱ କରିଥିଲେ । ଆଲୋଚକ ଭାବରେ ସାମ୍ବାଦିକ ଗୋପବନ୍ଧୁ ଶତପଥି, ବିଶ୍ୱଜିତ ଦାଶ, ମୁକେଶ ବହିଦାର, ବିଭୁ କଲୟାଣ ଗଡତ୍ୟା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସାଧାରଣ ଜନ ଜୀବନରେ ହେଉଥିବା ସମସ୍ୟା ଓ ତାର ସମାଧାନ ବଲାଙ୍ଗିର ବିଶିଷ୍ଟ ବ୍ୟକ୍ତି ବିଶେଷ ମହିଳା ସଶକ୍ତିକରଣରେ ବଲାଙ୍ଗିର ଜିଲ୍ଲାର କିଭଳି ଖବର ପୃଷ୍ଠାରେ ମଣ୍ଡନ କରି ତାର ଉଦାହରଣ ଆଲୋଚକମାନେ ଦେଇଥିଲେ । ସଂଗୀତ ଗୁରୁ ମୁରଲୀଧର ପତି ଧନ୍ୟବାଦ ଦେଇଥିଲେ ।
 

 ଉଦ୍‌ଯାପନୀ ଉତ୍ସବରେ କୁଟେନପାଲି ଭବାନୀ ଶଙ୍କର କଳା ପରିଷଦର କଳାକାରମାନେ କରମସାନୀ ଓ ପରଭାନୃତ୍ୟ ପରିବେଷଣ କରିଥିଲେ । ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଗୀତ ନୃତ୍ୟ ମାଧ୍ୟମରେ ବଲାଙ୍ଗିରର କଥା କହିଥିଲେ । ଚିକଲବାହାଲର ଶତୃଘ୍ନ ବେହେରା ଓ ସାଥୀ ରାବଣ ଦରବାର ମଞ୍ଚସ୍ତ କରିଥିଲେ । ପରେ ଜିଲ୍ଲାର କଳାକାରମାନେ ଦଣ୍ଡନୃତ୍ୟ, ଢାପ, ଗୁଡକା, ରସରକେଲି, ମାଏଲାଜଡ, ବହ ନଚନିିଆ, ଡାଲଖାଇ ଆଦି ପରିବେଶଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ ଏବଂ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡା. ମୁକେଶ ମହାଲିଙ୍ଗ, ପ୍ରଫେସର ମଧୁସୂଦନ ପତି ପ୍ରମୁଖ ଯୋଗ ଦେଇ ବଲାଙ୍ଗିର ଦିନ ପାଳନ ଏହାର ଆଗାମୀ ଭବିଷ୍ୟତ ଉଦ୍ଦେଶ୍ୟ ନେଇ ମତବ୍ୟକ୍ତ କରିଥିଲେ । ଆୟୋଜନ କମିଟିର ସଭାପତି ସ୍ୱାଗତ ଭାଷଣ ସହ ପ୍ରଭାସ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ବଲାଙ୍ଗିର ଦିନ ପାଳନ କରିବାର ମୁଖ୍ୟ ପୁରୋଧା ସ୍ୱର୍ଗତ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କୁ ମନେ ପକାଇ ଆୟୋଜନ କମିଟି ପକ୍ଷରୁ ତାଙ୍କ ସ୍ତ୍ରୀ ସଂଗୀତା ଦାସଙ୍କୁ ଜ୍ୟୋତି ରଂଜନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଦିନ ଉପଲକ୍ଷେ ପିଠାମଣ୍ଡା, ଝୁଟି, ପିନ୍ଧନ, ଉଢନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର କରାଯାଇଥିଲା । ସଂପାଦକ ପ୍ରଶାନ୍ତ ମହାକୁର ଓ ଅର୍ଜୁନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଆବାହକ ଜୟକୃଷ୍ଣ ମିଶ୍ର ସମସ୍ତ ଅତିଥି, ଉପସ୍‌ଥିତ ଜନତାଙ୍କୁ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି, ସାମାଜିକ, ସାଂସ୍କୃତିକ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ଏହି ଦିନର ଐତିହାସିକ ପୃଷ୍ଠଭୂମି ଉପରେ ସାରା ଜିଲ୍ଲାରେ ଲୋକଙ୍କୁ ଯୋଡି ଇତିହାସକୁ ସ୍ମରଣ କରିବା ପାଇଁ ଦେଲେ ସୂଚନା 
    


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like