-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||     

HOME   ଜିଲ୍ଲା

ବରଗଡ ଜିଲ୍ଲା ର କୈବର୍ତ୍ତ ସମାଜ ର କର୍ମକର୍ତ୍ତା ଚୟନ

02-Nov-2021



ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା କୈବର୍ତ୍ତ ସମାଜ ର ଜିଲ୍ଲାସ୍ତରୀୟ କମିଟି ବିଗତ ୨୦୧୬ ମସିହାରେ ଗଠନ କରାଯାଇଥିଲା lଦିର୍ଘଦିନ ର ବ୍ୟବଧାନ ପରେ ମଧ୍ୟ କମିଟି ଚୟନ ହୋଇପାରିନଥିବାରୁ ନୂତନ କମିଟି ଗଠନ ର ଆବଶ୍ୟକତା ଅନୁଭବ କରାଯାଇଥିଲା lପଦ୍ମପୁର ନିକଟସ୍ଥ ସତିଭଟା ଠାରେ ଏ ନେଇ ଏକ ସଭା ଅନୁଷ୍ଠିତ କରାଯାଇ ମିଳିତ ବ୍ଳକ କମିଟି ଗଠିତ କରାଯାଇଛି lମିଳିତ କମିଟି ନିଷ୍ପତ୍ତି କ୍ରମେ ବରଗଡ ତୋରା ଗ୍ରାମରେ ନିମ୍ନ ଲିଖିତ ସଦସ୍ୟ ଙ୍କ ଉପସ୍ଥିତି ରେ ନୂତନ କର୍ମକର୍ତ୍ତା ଚୟନ ସହ ଘୋଷଣା କରାଯାଇଛି lଉପସ୍ଥିତି ସଦସ୍ୟ ସର୍ବଶ୍ରୀ-ହାରାଦନ ମଲ୍ଲିକ (ପଦ୍ମପୁର), ଯୁଧିଷ୍ଠିର ମଲ୍ଲିକ (ମାନପୁର),ହଜାରୁ ମଲ୍ଳିକ (ପଦ୍ମପୁର), ସମାଜସେବୀ ମୀଲନ ସେଠ(ଅତାବିରା), ଶୁକଦେବ ବେରିଆ(ପାଇକମାଲ), ଚକ୍ରପାଣି ସେଠ(ଝାରବନ୍ଧ), ଆନନ୍ଦ ବେହେରା (ବରପାଲି),ମୁରଲି ବଢ଼େଇ(ଅତାବିରା), ଆନନ୍ଦ ମଲ୍ଲିକ (ଭଟଲି), ଉମାକାନ୍ତ ହଟେଇ, ଗଜପତି ନାଏକ (ଭେଡେନ), ବାଳକୃଷ୍ଣ ପାଣ୍ଡେ, ବାସୁଦେବ ବୁଡେକ, ରତ୍ନାକର ବୁଡେକ(ବରଗଡ), ବିନୋଦ ସେଠ(ପାଇକମାଲ),ଦେବାର୍ଚ୍ଚନ ସେଠ(ପଦ୍ମପୁର),ମାଖୁନୁ ସେଠ(ପଦ୍ମପୁର), ଭଗବାନ ସେଠ(ବିଜେପୁର), ମହେଶ୍ୱର ପାଣ୍ଡେ,ରସିକ ବାଗ(ବରଗଡ)
ମନୋନୀତ କର୍ମକର୍ତ୍ତା ମାନେ ହେଲେ:-ସଭାପତି-ରତ୍ନାକର ବୁଡେକ(ବରଗଡ଼), ଉପସଭାପତି  ହଜାରୁ ମଲ୍ଳିକ (ପଦ୍ମପୁର),ସୁରେଶ ନାଏକ (ବରପାଲି), ସମ୍ପାଦକ ବିନୋଦ ସେଠ(ପାଇକମାଲ),ସହ ସମ୍ପାଦକ ରସିକ ବାଗ(ବରଗଡ), କୋଷାଧ୍ୟକ୍ଷ ବାସୁଦେବ ବୁଡେକ(ବରଗଡ଼) ମନୋନୀତ ହୋଇଥିବାବେଳେ,ଆଇନ ଶୃଙ୍ଖଳା ପରାମର୍ଶ ଦାତା ମହେଶ୍ୱର ପାଣ୍ଡେ (ବରଗଡ଼), ଭଗବାନ ସେଠ(ବିଜେପୁର), ଉପଦେଷ୍ଟା ଭାବେ କୃଷ୍ଣ ଚନ୍ଦ୍ର ସାହୁ(ବରଗଡ଼), ଉମାକାନ୍ତ ହଟେଇ(ଭେଡେନ), ଆନନ୍ଦ ବେହେରା (ବରପାଲି) ଙ୍କୁ ମନୋନୀତ କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026

You Might Also Like