-+91-9937148622 |
prerana_bgr@rediffmail.com |
Saturday 1st August 2026 |
R.N.I. Regd No. ODIODI/2010/46693
Breaking News
31-Oct-2021
ଆସିକା(ପ୍ରେରଣା ଖବର) - ବେଆଇନ ବାଣ ଗୋଦାମ ଉପରେ ଆସିକା ପୋଲିସ ର ଚଢ଼ାଉ । ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ । ବାଣ ତିଆରି ଚାଲିଥିବା ବେଳେ ନଳବଣ୍ଟା ଗାଁ ରେ ଏହି ଚଢାଉ କରିଥିଲା ପୋଲିସ । ମାଧବ ବେହେରା ନାମକ ଜଣେ ବାଣ କାରିଗର ଗିରଫ । ସୂଚନା ଦେଲେ ଆସିକା ଥାନାଧିକାରୀ ।