-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||     

HOME   ଜିଲ୍ଲା

  ଜନସଂଖ୍ୟା ସମାଧାନ ଫାଉଣ୍ଡେସନ, ବଲାଙ୍ଗିର ଶାଖାର ପ୍ରସ୍ତୁତି ବୈଠକ

31-Oct-2021



ବଲାଙ୍ଗିର (ସନ୍ତୋଷ କୁମାର ଠାକୁର)  ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବଲାଙ୍ଗିର ଶାଖାର ସଭାପତି ଭବାନୀ ଶଙ୍କର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଏମ୍ ଆଇ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋପାଲଜୀ ପାଣିଗ୍ରାହୀ ଯୋଗ ଦେଇ ଫାଉଣ୍ଡେସନ ଵିଷୟ ରେ ସମ୍ୟକ ଧାରଣା ଦେବା ସହ ଆସନ୍ତା ୩ ନଭେମ୍ବରରେ ହେବାକୁ ଥିବା ଦେଶବ୍ୟାପି ପ୍ରତିଜ୍ଞା ଦିବସ ବିଷୟରେ ବିସ୍ତାର ଭାବରେ ଆଲୋଚନା କରିଥିଲେ।
      ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୭ ବର୍ଷ ଧରି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଦେଶରେ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ନିରାବିଛିନ୍ନ ଭାବରେ ଉଦ୍ୟମ ଜାରୀ ରଖିଛି।ଦେଶର ବର୍ଦ୍ଧିତ ଜନସଂଖ୍ୟା କେବଳ ଦେଶର ମୌଳିକ ସମସ୍ୟା ନୁହେଁ, ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ସରକାରଙ୍କ ଦ୍ଵାରା ସାରା ଦେଶରେ ଲାଗୁ କରାଯାଉଥିବା ଜନହିତକକର ଯୋଜନା ମାନଙ୍କ ଲାଭ ଦେଶବାସୀ ପାଇ ପାରୁନାହାନ୍ତି।

ଏହାକୁ ଦୃଷ୍ଟିରେ ରଖି ଫାଉଣ୍ଡେସନ ଦେଶରେ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଦାବି କରୁଛି।ଦୁଇ ରୁ ଅଧିକ ସନ୍ତାନ ଥିବା ଦମ୍ପତ୍ତିଙ୍କୁ ସବୁ ସରକାରୀ ଯୋଜନାରୁ ବାହାର କରିବା ସହ ତାଙ୍କର ଭୋଟଦାନ ଅଧିକାରକୁ ମଧ୍ୟ ବ୍ୟାଜପ୍ତି କରିବାକୁ ଫାଉଣ୍ଡେସନ ଦାବି କରୁଛି। 
      ଆଜିର ସଭାରେ ଏହା ନିଷ୍ପତ୍ତି ନିଆଗଲା ଯେ ଆସନ୍ତା 3 ନଭେମ୍ବର  ବଲାଙ୍ଗିର ସଦର ମହକୁମାରେ ଫାଉଣ୍ଡେସନର ଜିଲ୍ଲା ସଭାପତି ଶ୍ରୀ ଭବାନୀ ଶଙ୍କର ଶତପଥୀଙ୍କ ନେତୃତ୍ୱରେ ପ୍ରତିଜ୍ଞା ଦିବସ ଅନୁଷ୍ଠିତ ହେବ।ଏତତ୍ ବ୍ୟତୀତ ବଲାଙ୍ଗିର ଜିଲ୍ଲାର ଚୁଡାପାଳି ବ୍ଲକ ରେ ଶ୍ରୀ ନରେଶ ଅଗ୍ରୱାଲଙ୍କ ନେତୃତ୍ୱରେ, ଦେଓଗାଁ ବ୍ଲକ ରେ ଶ୍ରୀ କର୍ତାର ସିଂ ଙ୍କ ନେତୃତ୍ୱରେ, ଲୋଇସିଙ୍ଗା ବ୍ଲକ ରେ ଶ୍ରୀ ଶଙ୍କର ଅଗ୍ରୱାଲଙ୍କ ନେତୃତ୍ୱରେ ଏବଂ ଆଗଲପୁର ବ୍ଲକ ରେ ଶ୍ରୀ ଚୁଡାମଣି ବାରିକ ଙ୍କ ନେତୃତ୍ୱରେ ପ୍ରତିଜ୍ଞା ଦିବସର ଆୟୋଜନ କରାଯିବ।
          ଆଜିର ସଭାକୁ ଶ୍ରୀ ମୁନା ପଟ୍ଟନାୟକ ପରିଚାଳନା କରିଥିଲେ।ଏହି ସଭାରେ ଶ୍ରୀମତୀ ସାଗରିକା ଗୁରୁ, ଶ୍ରୀମତୀ ପ୍ରମିଲାମୟୀ ମିଶ୍ର, ଅନୁରାଗି ନାହାକ,ଗିରିଶ କୁମାର ସିଂ ଦେଓ, ସମୀର ମେହେର,ଇନ୍ଦ୍ର ବରାଡ଼, ଶିବ ସାହୁ,ସୁଦାମ ଧରୁଆ, ଅଶୋକ ବାଗ, ଉମାକାନ୍ତ ମେହେର,ଲବଯୁ ମଲ୍ଲିକ, ସୀତାରାମ ପ୍ରଧାନ, ସନ୍ତୋଷ କୁମାର ପୋଢ଼ ପ୍ରମୁଖ ଯୋଗଦାନ କରି ନିଜ ନିଜର ମୂଲ୍ୟବାନ ମତାମତ ରଖିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026

You Might Also Like