-+91-9937148622 |
prerana_bgr@rediffmail.com |
Monday 3rd August 2026 |
R.N.I. Regd No. ODIODI/2010/46693
Breaking News
30-Oct-2021
ପଦ୍ମପୁର/ହରିଶଙ୍କର(ନିରଞ୍ଜନ ତ୍ରିପାଠୀ) :ଦୀର୍ଘ ଦୁଇଦିନ ଧରି ବିଭିନ୍ନ ଫୁଟବଲ ଦଳକୁ ନେଇ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳ ଉଦଯାପିତ ହୋଇଯାଇଛି lମହରାପଦର ସ୍ଥିତ ହାଇସ୍କୁଲ ଫିଲ୍ଡ ରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ଆଠଟି ଦଳକୁ ନେଇ ଖେଳ ହୋଇଥିଲା lଶେଷଦିବସ ଫାଇନାଲ ମ୍ୟାଚ ଇଲେଭେନ୍ ଷ୍ଟାର ଦଳ ସହ ଦହିତା ଏସ.ପି ଦଳ ସହ ଘମାଘୋଟ ଲଢେଇ ପରେ ଦହିତା ଦଳ ଟ୍ରାଇବ୍ରେକର ରେ ବିଜେତା ଘୋଷିତ ହୋଇଥିଲେ lଏହି ଉପଭୋଗନୀୟ ଟୁର୍ଣ୍ଣାମେଣ୍ଟରେରେ ମୁଖ୍ୟ ଅତିଥି ଭାବେ ହରିଶଙ୍କର ବିଟ୍ ର ଇନଚାର୍ଚ୍ଚ କେରକେଟା ସାର ଯୋଗଦାନ କରି ଖେଳକୁ ଉଦଯାପିତ କରିଥିଲେ lଏହି ଟୁର୍ଣ୍ଣାମେଣ୍ଟ ଓଡିଶା ରେଫରୀ କ୍ଷିରସିନ୍ଧୁ ବେହେରା, ଅଶ୍ୱିନୀ କୁମାର ବେରିଆ, ଦେବେନ୍ଦ୍ର ଥନାପତି,ରାଜିବ ବିଶ୍ୱାଳ ଖୁବ୍ ସୁନ୍ଦର ଭାବେ ଖେଳ ପରିଚାଳନା କରିଥିଲେ l