-+91-9937148622 |
prerana_bgr@rediffmail.com |
Wednesday 5th August 2026 |
R.N.I. Regd No. ODIODI/2010/46693
Breaking News
28-Oct-2021
ଢେଙ୍କାନାଳ (ତାପସ ଦାସ) : ସକାଳ ପାଇଲେ ମା ଲକ୍ଷ୍ମୀ ବିଦାୟ ନେବେ । ଆଜକୁ ଦୀର୍ଘ ୧୦ଦିନ ଧରି ଚାଲିଥିବା ଢେଙ୍କାନାଳର ୩୮ଟି ମଣ୍ଡପରେ ପୂଜା ପାଉଥିଲେ ମା ଲକ୍ଷ୍ମୀ । ସକାଳ ପାଇଲେ ବିଦାୟ ନେବେ ମା । ଶେଷ ସନ୍ଧ୍ୟାରେ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ସୁଅ ଛୁଟିବାରେ ଲାଗିଛି । ଛକ ବଜାରମାନଙ୍କରେ ଗହଳି ପରିଦର୍ଶିତ ହୋଇଅଛି । ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ ଛକ ଜାଗାମାନଙ୍କରେ ଟ୍ରାଫିକ ନିୟନ୍ତ୍ରଣ କରାଯାଉଅଛି । ମା ଙ୍କର ଆଶିଷ ଭିକ୍ଷା କରିବା ପାଇଁ ଆଜି ଢେଙ୍କାନାଳ ସହରର ଜନ ପୂର୍ଣ୍ଣ ହୋଇଉଠିଛି ।