-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||     

HOME   ଜିଲ୍ଲା

ସର୍ବଭାରତୀୟ ବିଞ୍ଝାଲ ସମାଜ ସାମାଜିକ ସ୍ତରରେ ଖପ୍ରାଖୋଲ ବ୍ଳକ ପରିଚାଳନା କରିବା ଦିଗରେ ଖପ୍ରାଖୋଲ ଥାନା ପରିସରରେ ଏକତା ପାଇଁ ସଂକଳ୍ପବଦ୍ଧ

27-Oct-2021



ପାଟଣାଗଡ  (ପୁର୍ଣ୍ଣ ଶଶୀ ଶେଖର ରାଓ ) ସର୍ବ ଭାରତୀୟ ବିଞ୍ଝାଲ ସମାଜ ର ସାମାଜିକ ଏକତ୍ରିତ ହୋଇ ସାମାଜିକ ସ୍ତରରେ ମଜଭୁତ କରିବା ଚେଷ୍ଟିତ ଦିଗରେ ଖପ୍ରାଖୋଲ ଥାନା ପରିସରରେ ଏକତା ପାଇଁ ହେବା ସର୍ବଭାରତୀୟ ବିଞ୍ଝାଲ ସମାଜ ଖପ୍ରାଖୋଲ ବ୍ଳକ ପକ୍ଷରୁ  ସଂକଳ୍ପବଦ୍ଧ ହୋଇଯାଇଛି । ସୁଚନା ଅନୁସାରେ  ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ର ବ୍ଳକ କମିଟି ଗଠନ  ଓ ସାମାଜିକ ପରିଚାଳନା ରେ ଦୁଇ ଟି ବ୍ଳକ  କମିଟି ହେତୁ ସାମାଜିକ ବୈଠକ ସଭା କେ ନେଇ ପ୍ରତିଦ୍ବନ୍ଦ୍ବିତା ମୂଳକ ଭାବରେ ପରିଚାଳିତ ହେଉଥିବା ବେଳେ ଟଣାଓଟରା ଭଲି

ପରିସ୍ଥିତି ସୃଷ୍ଟି ହୋଇଥିଲା ।  ପାରମ୍ପରିକ ପର୍ବ ପର୍ବାଣୀ ହରିଶଙ୍କର ପୀଠ ସ୍ଥିତ  ମାଁ ବିନ୍ଧ୍ୟ ବାସିନୀ ଙ୍କ ମନ୍ଦିର ରେ  ଶାରଦୀୟ ଦୁର୍ଗାପୂଜା ରେ ପରମ୍ପରା ରୀତିନୀତି ଅନୁସାରେ ବଳି ଭୋଗ କୁ  ନେଇ ପ୍ରତିଦ୍ବନ୍ଦ୍ବିତା କମିଟି ପକ୍ଷରୁ  ଥାନା ରେ କେଶ୍ ଦାଏର ହୋଇଥିଲା । ଏହାର ସମାଧାନ ପାଇଁ ଆଜି ତା ୨୭ .୧୦. ୨୦୨୧ ବୁଧବାର  ଖପ୍ରାଖୋଲ ଥାନା ଅଧିକାରୀ ଙ୍କ ଆନ୍ୟୁଗତ୍ୟ ର ସମାଜ ଏକତ୍ରିତ  ବଜାୟ ରଖିବା ପାଇଁ  ପରସ୍ପର ମଧ୍ୟରେ ସାମାଜିକ ସ୍ଥିତି ଏକତା ପାଇଁ ବୁଝାମଣା କରିଥିଲେ । ଶେଷରେ ସର୍ବ ଭାରତୀୟ ବିଞ୍ଝାଲ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ଉପଲାଟ ସଭାପତି ଚନ୍ଦ୍ରଶେଖରବାଗ ଙ୍କ ଉପସ୍ଥିତି ଓ ତାଙ୍କ ଅନୁରୋଧ କ୍ରମେ  ରେ ଆଗାମୀ ଦିନରେ ଖପ୍ରାଖୋଲ ବ୍ଳକ ତଥା ବଲାଙ୍ଗୀର ଜିଲ୍ଲା ର ସର୍ବ ଭାରତୀୟ ବିଞ୍ଝାଲ ସମାଜ କୁ  ସୁଦୃଢ ମଜଭୁତ , ଶିକ୍ଷା , ସାମାଜିକ ଅର୍ଥନୈତିକ ବିକାଶ ଏବଂ ଡିଜିଟାଲ ସମାଜ ,ଶୃଙ୍ଖଳିତ ସମାଜ ଗଠନ  କରିବା ପାଇଁ ନିଷ୍ପତି ନିଆଯାଇଥିଲା ।  ଆଗାମୀ ଅଳ୍ପ କିଛି ଦିନ ମଧ୍ୟରେ ଏକ  ସାମାଜିକ ସଭା କରି ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ବିଷୟରେ ଆଲୋଚନା କରି ସମାଧାନ କରି ଖପ୍ରାଖୋଲ ବ୍ଳକ ର ସର୍ବ ଭାରତୀୟ ବିଞ୍ଝାଲ ସମାଜ ପରିଚାଳିତ କରିବା ପୂର୍ବ ର ସମାଜ ପରିଚାଳିତ ଦିଗକୁ ନେଇ ଲାଗି ରହିଥିବା ମନୋମାଲିନ୍ୟ କୁ ଦୂର କରିବାକୁ ସାମାଜିକ

ବୈଠକ ଆଲୋଚନା ପର୍ଯ୍ୟାଲୋଚନା ସହ ଭୁଲ୍ ବୁଝାମଣା ସମାଧାନ ପାଇଁ ଖପ୍ରାଖୋଲ ବ୍ଳକର ଗୋଟିଏ ସାମାଜିକ ପରିଚାଳନାରେ ମିଳିମିଶି  ପ୍ରତିଜ୍ଞାବଦ୍ଧ ଅଟନ୍ତି ବୋଲି ସମସ୍ତଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା । ସର୍ବ ଭାରତୀୟ ବିଞ୍ଝାଲ ସମାଜ ଆଗାମୀ ଦିନରେ ଖପ୍ରାଖୋଲ ର ସର୍ବ ଭାରତୀୟ ବିଞ୍ଝାଲ ସମାଜ ଗୋଟିଏ ପରିବାର ଭଲି ରହିବାକୁ ପରାମର୍ଶ ଦେଇଥିବା ରୁ ସମାଜ ପକ୍ଷରୁ ଥାନା ଅଧିକାରୀ ସାୱନ କେରକେଟା ଓ ଜୟ ଶଙ୍କର ଆଚାର୍ଯ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସର୍ବ ଭାରତୀୟ ବିଞ୍ଝାଲ ସମାଜ ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ଜିଲ୍ଲା ଉପସଭାପତି ଅଜୁର୍ନ ବରିହା,  ଚନ୍ଦ୍ରଶେଖର ବରିହା ,   କେଶବ ବରିହା , ବିପିନ ବରିହା ,ଲୋଚନ ସିଂ ବରିହା , ଶଶିକାନ୍ତ ବରିହା ,ବିବାନ ବରିହା , ପାଣ୍ଡବ ବରିହା ,ରାଜ କୁମାର ବରିହା ,  ପାଣ୍ଡବ ବରିହା , ହୃଷୀକେଶ ବରିହା, ବିମଳ ବରିହା ,ଶଶିକାନ୍ତ ବରିହା,ବିରଞ୍ଚି ବରିହା,ଗୋପାଳ ବରିହା, ଗୈାରୀଶଙ୍କର ବରିହା , ଗୋରେଖନାଥ ବରିହା ଙ୍କ ସମେତ ସମାଜ ର କର୍ମକର୍ତ୍ତା ସଦସ୍ୟ ମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026

You Might Also Like