-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||     

HOME   ଜିଲ୍ଲା

ବରଗଡ଼ ଜିଲ୍ଲା ଆମ୍ବବାହାଲ ଗାଁରେ କଳାକାର ଙ୍କ ସାସ୍କୃତିକ ବୈଠକ

27-Oct-2021



 ପଦ୍ମପୁର, ବରଗଡ଼(ନିରଞ୍ଜନ ତ୍ରିପାଠୀ): ବରଗଡ଼ ଜିଲ୍ଲା ରେ କଲା ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିଥିବା କଳାକାର ମାନେ ସରକାରୀ ସୁବିଧାସୁଯୋଗ ଓ କଳାକାର ଭତ୍ତା ପାଇନଥିବା ରୁ ଜିଲ୍ଲାର ଅନେକ କଳାକାର ଦୁଖଃ କଷ୍ଟରେ ଜୀବନ ଅତିବାହିତ କରି କଳାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି ।ବରଗଡ଼ ଜିଲ୍ଲାରେ ବହୁ ବୟସ୍କ କଳାକାର ଅଛନ୍ତି ଆଜି ପର୍ଯ୍ୟନ୍ତ ସରକାର ଙ୍କ କଳାକାର ଭତ୍ତା ପାଇପାରି ନାହାନ୍ତି । ଜିଲ୍ଲାର ବଜନିଆ , ଗାୟକ , ବାୟକ , ଗୀତିକାର , ପ୍ରବଚକ , ରେଡ଼ିଓ କଳାକାର , ମଞ୍ଚ କଳାକାର , ବିଭିନ୍ନ ପ୍ରକାରର ଯାତ୍ରା ରେ ବିଭିନ୍ନ ବେଶରେ କଳାକାରି ଦେଖାଉଥିବା କଲାକାର ସାଙ୍ଗକୁ ଭାଗବତ କୁ  ଗାଁ ଗାଁରେ ବଞ୍ଚାଇ ରଖିଥିବା ଶହଶହ କଳାକାର ଅଛନ୍ତି ହେଲେ ଏବେବି ଏମାନେ ଲୋକ ଙ୍କୁ ମନୋରଞ୍ଜନ ଯୋଗାଇ ଆସୁଛନ୍ତି । ଗତ ଦୁଇବର୍ଷ ଧରି ମହାମାରୀ ର ଲକଡାଉନ , ସଟଡାଉନ କାରଣ ଯୋଗୁ କଳାକାର ମାନେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ହେଲେ କଳାକାର ଭତ୍ତା ରୁ ବଞ୍ଚିତ ଥିବା କଳାକାର ମାନଙ୍କ କଥା ସରକାର ଚିନ୍ତା କରିନଥିବା ରୁ ଶହଶହ କଳାକାର ଜୀବନ ଜିବିକା ହରାଇବାରେ ଲାଗିଛନ୍ତି । କଳା ପ୍ରଦର୍ଶନ କରୁଥିବା କର୍ମା କଳାକାର ବାହାକ , ଗାହାକ ଭାବରେ କର୍ମା ପ୍ରଦର୍ଶନ କରୁଥିବା ବେଳେ କରୋନା ଯୋଗୁଁ ଲୋକଙ୍କ ପୂଜାପର୍ବ ପୂଜାମଣ୍ଡପ ଗୁଡ଼ିକ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା କାରଣରୁ ବହୁ କଳାକାର ପେଟପାଟଣା ପାଇଁ କଲବଲ ହେଉଛନ୍ତି ।ଗୋଟିଏ ସ୍ଥାନରେ କର୍ମା କିମ୍ବା ଗାହାକ ବାହାକ କଲେ ତିନି ଚାରିଜଣ କଳାକାର ଏକାଠି ପ୍ରାୟ ୧୦ ଘଣ୍ଟା ଧରି କଲା ପ୍ରଦର୍ଶନ କରନ୍ତି ଏମାନଙ୍କ ପାରିଶ୍ରମିକ ହେଉଛି ଚାରି ରୁ ପାଞ୍ଚ ହଜାର ଟଙ୍କା ଓ ଦୁଇଦିନ ସମୟ ଲାଗେ ଏମାନେ ଯିବା ଆସିବା ସମୟରେ ଖର୍ଚ୍ଚ ,  ଖାଇବାଖର୍ଚ୍ଚ ଓ ବାଦ୍ୟ ଯନ୍ତ୍ର ମାନ୍ଦଲ୍ ମରାମତି ସମସ୍ତ ଖର୍ଚ୍ଚ କୁ ଯୋଡ଼ି ଦେଲେ ଆୟ ତୁଳନାରେ ବ୍ଯୟ ବଢିଯାଇଥାଏ କଳାକାର କଳା ପ୍ରଦର୍ଶନ କରି ଘରକୁ ଫେରିଲେ ହାତରେ ଅର୍ଥ ଶୂନ ଏପଟେ ପରିବାର ଲୋକ ଆୟ

ହୋଇଥିବା ଟଙ୍କା କୁ ଅପେକ୍ଷା କରିଥିବେ ଏପଟେ ଆୟ ତୁଳନାରେ ବ୍ଯୟ ଯୋଗୁଁ ହାତରେ ଟଙ୍କା ନାହିଁ ଏହାକୁ ନେଇ ପରିବାର ରେ ଅଶାନ୍ତି ଦେଖାଦେଇଥାଏ l ତଥାପି ମଧ୍ୟ କଳାକାର କଥାର ସମାନ୍ତରାଳ ପରିସ୍ଥିତି ରେ ସମାଧାନ କରି ପୁଣିଥରେ କଳା ପ୍ରଦର୍ଶନ ପାଇଁ ଅର୍ଡ଼ର ରଖିଥାଏ ।ମୋଟାମୋଟି ଭାବରେ ଲାଭ ନ ଥିଲେବି କଳାକାର ତାର ନିଶା ଛାଡିନଥାଏ ଏପରିକି କେଉଁଠି କେଉଁଠି କେବଳ ଗାଡିଖର୍ଚ୍ଚ ଓ ଖାଇବା ଖର୍ଚ୍ଚ ପାଇଗଲେ କଳାକାର ତାର ନିଖୁଣ ଯାଦୁ ପ୍ରଦର୍ଶନ କରିଥାଏ lଏଭଳି ଅବସ୍ଥାରେ ଚଲୁଛନ୍ତି ଅଧିକାଂଶ କଳାକାର । ଏମାନଙ୍କ ପାଇଁ ସରକାର ଯଥାଶୀଘ୍ର କଳାକାର ଭତ୍ତା ର ସୁବିଧା କରନ୍ତୁ ବୋଲି ଆମବାହାଲ ଗାଁ ରେ କଳାକାର ମାନେ ଏକତ୍ରିତ ହୋଇ ଜିଲ୍ଲା ଅଧିକାରୀ ଙ୍କ ଠାରେ ଦାବି କରିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର, ଦହିତା , ଆମ୍ବବାହାଲ , ଡ଼ଙ୍ଗାଛଁଚା , ରାଏବାହାଦୂରପୁର , ପ୍ରଭୃତି ଗାଁ ର ଜଗନ୍ନାଥ ବାରିକ ଙ୍କ ନେତୃତ୍ବରେ କଳାକାର ଙ୍କ କଳା ପ୍ରଦର୍ଶନ ସହ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ବରିଷ୍ଠ କଳାକାର ତଥା ସଞ୍ଚାର ଗୁରୁ ଅଧିକାରୀ ବାଗ , ମୁକ୍ତିଶ୍ବର ବିଶ୍ବାଲ , ମିନକେତନ ବାଗ , ସଦାନନ୍ଦ ଭୋଇ , ବଳ ନନ୍ଦ, ଲେକୁରୁ ନେଗୀ , ପରିକ୍ଷିତ ସାହୁ,ବିରାଟ ପାଣ୍ଡେ ,ଗୁରୁ ପାଣ୍ଡେ , ବଲ୍ଲଭ ସାହୁ, ଲୋକନାଥ ବରିହା, ସତ୍ଯନାରାୟଣ ବଗର୍ତ୍ତି , ପୂଜକ କପିନ ବାଗ, ବିଦ୍ଯାଧର ବୁଡେକ ,ଭରତ ରଣା ଯୋଗଦାନ ଦେଇ ବୈଠକ ରେ କଳାକାର ଙ୍କ ସମସ୍ୟା , କଳାକାର ମାନଙ୍କ  ଭତ୍ତା ପ୍ରଦାନ ଉପରେ ବିଶଦ ଆଲୋଚନା ହୋଇଥିଲା । ବହୁ ବରିଷ୍ଠ କଳାକାର ମାନେ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ବରିଷ୍ଠ କଳାକାର ମାନେ ବଞ୍ଚିତ ରହୁଥିବାରୁ ଏମାନଙ୍କ ପ୍ରତି ପାତରଅନ୍ତର କରାଯାଉଥିବାରୁ ବୈଠକ ରେ ଅସନ୍ତୋଷ ସ୍ପଷ୍ଟ ବାରିହୋଇଥିଲା ।ଆସନ୍ତା ଦିନରେ ବରଗଡ଼ ଜିଲ୍ଲା ରେ ଏକ ବଡ଼ ଧରଣର ଗାୟକ , ବାୟକ ସମ୍ମିଳନୀ ଅନୁଷ୍ଠିତ ହେବାପାଇଁ ଆଲୋଚନା ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026

You Might Also Like