-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ଭୁବନେଶ୍ବର (ଶୁଭାଶିଷ ନାୟକ) ନଭେମ୍ବର ୧ରୁ ଖୋଲିବ ଯୁକ୍ତ ୩ ପ୍ରଥମ ବର୍ଷ ପାଇଁ କଲେଜ । ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷ ପାଇଁ କ୍ଲାସ ରୁମ ଶିକ୍ଷା ମିଳିବ ଶିକ୍ଷାନୁଷ୍ଠାନ ଗୁଡିକରେ । ଚଳିତ ବର୍ଷ ଆଡମିସନ ନେଇ ଥିବା ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଲାସ ରୁମ ଶିକ୍ଷା । ଏ ନେଇ ଉଚ୍ଚ ଶିକ୍ଷା ସଚିବ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏହାସହ ହଷ୍ଟେଲ ମଧ୍ୟ ଖୋଲିବ । କୋଭିଡ ଗାଇଡ଼ଲାଇନ ପାଳନ କରି କ୍ଲାସ ରୁମ ଶିକ୍ଷାଦାନ ଲାଗି ନିର୍ଦ୍ଦେଶ ରହିଛି ।