-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
27-Oct-2021
ବିନିକାହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ନୂତନ(ଏମିଇ) ସ୍କୁଲର ପ୍ରଧାନଶିକ୍ଷକ ରାଜ କୁମାର ମହାକୁରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା l ଉପସ୍ଥିତ ଅଭିଭାବକଙ୍କ ପ୍ରସ୍ତାବ କ୍ରମେ ସ୍କୁଲ ପରିଚାଳନାର ସଭାପତି ଭାବେ ସାମ୍ବାଦିକ ଅଶୋକ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇ ଥିବା ବେଳେ ୧୫ଜଣ ସଦସ୍ୟ କମିଟିରେ ରହିଛନ୍ତି l ଅନୁଷ୍ଟିତ ଵୈଠକରେ ଶିକ୍ଷକ ଦୟାସାଗର ପ୍ରଧାନ,ବିକାଶ କୁମାର ବାରିକ,କେଷ୍ଟା ମହତମ,ଶିକ୍ଷୟତ୍ରୀ ରଞ୍ଜୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ l