-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ବରଗଡ/ଆମ୍ବଭୋନା(ନିରଞ୍ଜନ ତ୍ରିପାଠୀ) :- ମ୍ୟାଲେରିଆ ନିରାକରଣ ପାଇଁ ସରକାରୀ ସ୍ତରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।ଆମ୍ବଭୋନା ଗ୍ରାମର ବୁଲେଟ ଏବଂ ସ୍ମୃତି ଛାତ୍ରବାସ ର ଛାତ୍ରଛାତ୍ରୀ ମାନଙ୍କୁ ମ୍ୟାଲେରିଆ ରୁ ରକ୍ଷା
ନିମନ୍ତେ ଆଜି ମ୍ୟାଲେରିଆ ସଚେତନ ସହ ମାଗଣାରେ ମସାରି ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ଆମ୍ବଭୋନା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଅଧିକାରୀ ଡ. କମଳ ପ୍ରସାଦ ମଲ୍ଲିକ,ଆମ୍ବଭୋନା ବ୍ଲକ
ମ୍ୟାଲେରିଆ ସୁପରଭାଇଜର ସୁଶୀଲ ପ୍ରଧାନ ,ସରପଞ୍ଚ ନିତା କୁମାରୀ ଡ଼ନସନା ,ଆଶା କର୍ମୀ, ସ୍ବେଚ୍ଛାସେବୀ ଅଭୟ ପଣ୍ଡା ,ଛାତ୍ରବାସ ର ପରିଚାଳକ ପଦ୍ମନାଭ ପଣ୍ଡା ଏବଂ ପବିତ୍ର ମୋହନ ପ୍ରଧାନ ଯୋଗଦେଇଥିଲେ ।