-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
26-Oct-2021
ବରଗଡ(ନିରଞ୍ଜନ ତ୍ରିପାଠୀ) : ବରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ଗୋଇସର ଠାରେ ବରଗଡ ବିଧାୟକ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ନୂତନ ଭାବେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଏବଂ ସାପ୍ତାହିକ ବଜାର ର ଶୁଭ ଉଦଘାଟନ କରିଛନ୍ତି lଏ ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ସାଧୁ ନେପାକ, ଯୁବ ସଂଗଠକ ଉମେଶ ପଣ୍ଡା, ସମିତି ସଭ୍ୟ ତଥା ବିଜୁଜନତା ଦଳ ର ବରଗଡ଼ ର ସମ୍ପାଦକ ରାଜେଶ ମହାପାତ୍ର, ସରପଞ୍ଚ କରୁଣାକର ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ବିଜୁଜନତା ଦଳ ର ଲକ୍ଷ୍ମଣ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୁ ଛାତ୍ର ଜନତା ଦଳ ର ଦୀପକ ପ୍ରଧାନ, ରୋହିତ ପ୍ରଧାନ ଙ୍କ ସମେତ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଶତାଧିକ କର୍ମୀ ଉପସ୍ଥିତି ଥିଲେ ବୋଲି ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆ ଙ୍କ ଠାରୁ ପ୍ରକାଶ