-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
23-Oct-2021
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) : ସୁବର୍ଣ୍ଣପୁର ର ପ୍ରସିଦ୍ଧ ଶ୍ରୀ ଶ୍ରୀ ହରାଗୌରୀ ( ବୁଢୀମା ) ଯାତ୍ରା ର ପୂଜା ମଣ୍ଡପ ଆଗରେ ମହାପ୍ରଭୁଙ୍କ ଠାରେ ଭକ୍ତିରେ ବିଭୋର ହୋଇ ଧୁନକେଲ ବାଦନ କରୁଛନ୍ତି ଜଣେ ବରିଷ୍ଠ କଳାକାର ଉର୍ମିଳା ନାଏକ l କୋଭିଡ କଟକଣା ଭିତରେ ଏ ବର୍ଷ ଯାତ୍ରା ରେ ପ୍ରତିଦିନ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ହରାଗୌରୀଙ୍କୁ ଦର୍ଶନ କରୁଥିବା ବେଳେ ଖୁବ ନିରାଡ଼ମ୍ବର ଭାବେ ଏଭଳି ଛୋଟ ଛୋଟ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l