-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
03-Nov-2020
କେନ୍ଦୁଝର, (ଦୀପକ କୁମାର ଷଡଙ୍ଗୀ) କେନ୍ଦୁଝର ଜିଲ୍ଲା ହାଟଡିହିବ୍ଲକ ସୋସ ପଞ୍ଚାୟତର ଘଟିଛି ଏକ ଦୁଃଖଦ ଘଟଣା।ସୋସ ଗ୍ରାମ ର ଉଷାରାଣୀ ଦାସ ଏକ ହରିଜନ ଗରିବ ପରିବାର ଅଟେ।ଯିଏକି ଓଳିଏ ଖାଇେଲେ ଓଳିଏ ଉପବାସ ରୁହନ୍ତି।ତାଙ୍କ ନାମରେ ରେର୍ସନକାର୍ଡ ଥିଲେ ମଧ୍ୟ୍ୟ ଦୀର୍ଘ ଦିନ ହେବ କୌଣସି ଖାଉଟି ସାମଗ୍ରୀ ମିଳୁନାହିଁ।ତେଣୁ ସେ ଏ ବିଷୟରେ ଲୋକ ପ୍ରତିନିଧି ଓ ବିଭାଗିୟ ଅଧିକାରି ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।ସେ ନିଜର ଅଭିଯୋଗ କୁ ବ୍ଲକ ଯୋଗାଣ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ଯଦି ଆଗାମୀ ଦିନରେ କୌଣସି ପଦକ୍ଷେପ ନ ନେଲେ ସେ ଅନଶନରେ ବସିବେ ବୋଲି ଚେତାବନି ଦେଇଛନ୍ତି।ଯୋଗାଣ ଅଧୀକାରୀ ଶ୍ୟାମ ମାଝୀ କହିଛନ୍ତି ଯେ ,ସେ ଏବିଷୟରେ ଆବଶ୍ୟକିିୟ ପଦକ୍ଷେପ ନେବେ।ହାଟଡିହି ।