-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
03-Nov-2020
ଦାମୀ କାରରେ ହେଉଛି ଗଞ୍ଜେଇ କାରବାର । ଆଜି ଏଭଳି ଏକ କାରବାରର ପର୍ଦ୍ଦାଫାସ କରିଛି ପୁଲିସ । ଏହି ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ୱର ଭାୟା ବ୍ରହ୍ମପୁର ଦେଇ ଚାଲାଣ ହେଉଥିଲା । ଭୁବନେଶ୍ୱର ବଂକୁଆଳ ପାଖରୁ ଏହି ଦାମି ଗାଡିକୁ ଧରିଛି ପୁଲିସ । ଏହାସହ ୧୪ କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କାରବାରରେ ୨ ଜଣ ଗିରଫ ହୋଇଛନ୍ତି । କନ୍ଧମାଳରୁ ଭାୟା ବ୍ରହ୍ମପୁର ଦେଇ ଆସୁଥିଲା ଭୂବନେଶ୍ୱର!