-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
22-Sep-2021
ଝାରସୁଗୁଡା (ପ୍ରେରଣା ଖବର ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଫାଟକ ପଡା ଏକ ଘରୁ ସନ୍ଧିଗ୍ଧ ଅବସ୍ଥାରେ ମାଆ ଓ ଦୁଇ ଶିଶୁ ଙ୍କ ମୃତ ଦେହ ଉଦ୍ଧାର ଜରାଯାଇଛି । ଘଟଣା ସ୍ଥଳରେ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଘଟଣା ସ୍ଥଳରୁ ସ୍ବାମୀ ଫେରାର୍ ହୋଇଥିବା ଜଣା ପଡ଼ିଛି l।