-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ବାପା ବନ୍ଧକ ରଖିଲା ଦୁଇ ବର୍ଷର ଶିଶୁକୁ । ସୋନପୁର ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ସହାୟତାରେ ମା କୋଳକୁ ଫେରିଲା ଶିଶୁ

22-Sep-2021



ବିନିକା(ହିମାଂଶୁ ଶେଖର ପୁଟେଲ):  ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଙ୍କୀଘିର୍ଡି ପଞ୍ଚାୟତ ସାରଙ୍ଗପାଲି ଗ୍ରାମରେ ଜଣେ ସ୍ୱାମୀ ତା ସ୍ତ୍ରୀ କୁ ମାଡ଼ମାରି ତାର ୨ବର୍ଷର ଶିଶୁକୁ ଲୁଚେଇ ରଖିଥିଲା |ସ୍ତ୍ରୀ ଥାନାର ଦ୍ୱାରସ୍ତ ହେବା ପରେ ତାର ଶିଶୁକୁ ଫେରି ପାଇଛି | ସୂଚନାଯୋଗ୍ୟ ଯେ ସାରଙ୍ଗପାଲି ଗ୍ରାମର କୀର୍ତନ ସନ୍ୟାସୀ ସିନ୍ଦୁରପୁର ପଞ୍ଚାୟତ ସାଲମାଟିକ୍ରାର ଗଣେଶ କୁଅରଙ୍କ ଝିଅ ଲକ୍ଷ୍ମୀପ୍ରିୟା ଙ୍କୁ 3ବର୍ଷ ପୂର୍ବରୁ ବିବାହ କରିଥିଲେ | ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ମନୋମାଳିନ୍ୟ ରହୁଥିଲା | ଗତ ଦୁଇଦିନ ତଳେ ସେମାନଙ୍କ ମଧ୍ୟରେ ଝଗଡା ହେବାରୁ ଝିଅର ଭାଇ ତାଙ୍କ ଘରକୁ ଆସିଥିଲା |ତାକୁ ମଧ୍ୟ କୀର୍ତ୍ତନ ଏବଂ ତାଙ୍କ ବାପା ମାଡ଼ ମାରିବାକୁ ଉଦ୍ୟମ କରିବାରୁ ସେ ପ୍ରାଣ ବିକଳରେ ସେଠାରୁ ପଳାଇଥିଲେ | ପରେ ଝିଅର ବାପା ମା ଝିଅକୁ ଆଣିବା ପାଇଁ ସରଙ୍ଗପାଲିକୁ ଯାଇଥିଲେ | ସେଠାରେ ବହୁ ଉତ୍ତେଜନା ସ୍ବର୍ତେ ଝିଅକୁ ଉଦ୍ଧାର କରିବାକୁ ସଫଳ ହୋଇଥିଲେ ହେଁ ଝିଅର ୨ବର୍ଷର ଶିଶୁ ପୁତ୍ରକୁ ବାପା ଲୁଚାଇ ଦେବାରୁ ତାକୁ ଉଦ୍ଧାର କରି ପାରିନଥିଲେ | ସେଠାରୁ ଆସି ଲକ୍ଷ୍ମୀପ୍ରିୟା ମୋ ସ୍ୱାମୀ ମୋ ଶିଶୁକୁ ମୋଠାରୁ ଅଲଗା କରି ଲୁଚାଇ ଦେଇଛି କହି ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ |ପୁଲିସ ଉକ୍ତ ଗ୍ରାମକୁ ଯାଇ ତା ସ୍ୱାମୀ ଠାରୁ ଶିଶୁକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା | ପରେ ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରହିଥିଲା | ଆଜି ଝିଅଙ୍କ ବାପ ଘରର ପରିବାର ଲୋକେ ସୋନପୁର ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚର ସଦସ୍ୟା ମାନଙ୍କୁ ଏହି ଘଟଣା ସମ୍ପର୍କରେ ଖବର ଦେଇଥିଲେ | ସୁରକ୍ଷା ମଞ୍ଚର ସଭାନେତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ରଥ ଏବଂ ଅନ୍ୟାନ୍ୟ ସଦସ୍ୟା ବିନିକା ଥାନାକୁ ଆସି ପୁଲିସ ଷ୍ଟାପ ସହ ଶିଶୁକୁ ଉଦ୍ଧାର କରିବା ପାଇଁ ସାରଙ୍ଗପାଲିକୁ ଯାଇଥିଲେ | ସେଠାରେ ପହଂଚିବାପରେ ଶିଶୁର ବାପା କୀର୍ତନ ଏବଂ ତାଙ୍କ ମା ଏମାନଙ୍କୁ ଦେଖି ଶିଶୁକୁ ଲୁଚାଇବା ପାଇଁ ଚାଷଜମି ମଧ୍ୟରେ ଦୌଡ଼ି ପଳାଉଥିଲେ | ହେଳେ ସୁରକ୍ଷା ମଞ୍ଚର ସଦସ୍ୟା ଏବଂ ଥାନା ଏସଆଇ ପୁଷ୍ପଲତା ଲେଙ୍କାଙ୍କ ପ୍ରାୟ ୨ଘଣ୍ଟା ଉଦ୍ୟମ ପରେ ଶିଶୁକୁ ଉଦ୍ଧାର କରିଥିଲେ |ଶିଶୁ ବିନିକା ଥାନାକୁ ଆଣିବା ପରେ ତାର ମାକୁ ଶିଶୁକୁ ହସ୍ତାନ୍ତର କରାଯାଇଛି | ଏବଂ କୀର୍ତ୍ତନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରିରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like