-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
01-Nov-2020
ମାହାଙ୍ଗା, (ମାହାଙ୍ଗା ରୁ ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)ଦୀର୍ଘ ସାତବର୍ଷ ଧରି "ଓଡିଶା ବ୍ରାହ୍ମଣ ସମିତି" ବହୁତ ସମାଜସେବୀ କାମକରି ଆସୁଅଛି, ଯଥା ବ୍ରାହ୍ମଣ ଦେବତା ମାନଙ୍କୁ ଏକତା ସୃଷ୍ଟି କରିବା, ଜରାଶ୍ରମ ଏବଂ ଅନ୍ଧମୂକବଧିର ସ୍କୁଲରେ ବସ୍ତ୍ର ଏବଂ ରନ୍ଧନ ଖାଦ୍ୟ ବିତରଣ, ଅନାଥ ଆଶ୍ରମରେ ରନ୍ଧନ ଖାଦ୍ୟ ଓ ପୋଷାକ ବିତରଣ,କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନିତ ଝୁପୁଡି ବସ୍ତିରେ ରାସନ ଓ ଶୁଖିଲା ଖାଦ୍ୟ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ପ୍ରଭୃତି କାର୍ଯ୍ଯକଳାପ ଗୁଡିକୁ ଦେଖି "ଚମ୍ପାପୁର ଜନଜାଗରଣ ମଞ୍ଚ ଛତିଆ,ଯାଜପୁର ଆଜି ଓଡିଶା ବ୍ରାହ୍ମଣ ସମିତି କୁ ସମ୍ମାନିତ କରିଛନ୍ତି ।ଓଡିଶା ବ୍ରାହ୍ମଣ ସମିତି ର କୋଷାଧ୍ୟକ୍ଷ ଦୀପକ କୁମାର ଷଡ଼ଙ୍ଗୀ ସମ୍ମାନ ପତ୍ର ଗ୍ରହଣ କରିବା ସହିତ ଉକ୍ତ ସଂସ୍ଥା କୁ ସାଧୁବାଦ ଜଣାଇଥିଲେ ।