-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
01-Nov-2020
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ବ୍ଲକ ଖୁଂଟୁଲାପାଲିରେ ୧୬ ତମ ଗଜଲକ୍ଷ୍ମୀ ପୁଜା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ପୁଜା କମିଟି ଆନୁକୁଲ୍ୟରେ ଆୟଜିତ ଏହି ପୁଜାର ପ୍ରଥମ ଦିନ କଲଶ ଶୋଭାଯାତ୍ରା କରାଯାଇ ନିକଟ କଟାରୁ କଲଶରେ ପାଣିଆଣି ପୁଜା ସ୍ଥଳିରେ ସ୍ଥାପନ କଲାପରେ ବଦ୍ରିନାରାୟଣ ସତପଥୀ ପୁଜାକାର୍ଯ୍ୟ କରିଥିଲେ । କର୍ତା ଭାବରେ ମୃତୁଂଜୟ ପାତ୍ର ସପତ୍ନିକ କାର୍ଯ୍ୟ ତୁଲାଇଥିଲେ । କମିଟିର ସଭାପତି ଲକ୍ଷ୍ମିକାନ୍ତ ଗଡୁଆ ଏବଂ ସଂପାଦକ ବିଶ୍ୱରଂଜନ ଦାସ ମୁଖ୍ୟ ଭୁମିକା ନିର୍ବାହ କରିଥିବା ବେଲେ ମସ୍ତ ସଦସ୍ୟ ସହ ଯୋଗ କରିଥିଲେ ।