-+91-9937148622 |

prerana_bgr@rediffmail.com |

  Sunday 21st June 2026 |

| | | |

R.N.I. Regd No. ODIODI/2010/46693

Breaking News

*ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   (21-Jun-2026)       ||      ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   (21-Jun-2026)       ||      ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ    (20-Jun-2026)       ||      ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ    (20-Jun-2026)       ||      ବରିଷ୍ଠ ମୋହରି ଙ୍କ ପରଲୋକ   (20-Jun-2026)       ||      ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   (20-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   (20-Jun-2026)       ||      ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   (20-Jun-2026)       ||      *ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   (20-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (20-Jun-2026)       ||      ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ    (20-Jun-2026)       ||      ଶୀତଳ ଷଷ୍ଠୀରେ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ: ଜିଲ୍ଲା ଜୁନିଅର ରେଡ଼କ୍ରସ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ    (20-Jun-2026)       ||      ଶିଶୁ ଶ୍ରମ ନିରାକରଣ ସଚେତନତା କାର୍ଯକ୍ରମ-୨୦୨୬ ଅନୁଷ୍ଠିତ   (20-Jun-2026)       ||      *ବାଘ ଛାଲ ଚାରା ଚାଲାଣ ବେଳେ ବାଘ ଛାଲ ସହ ଅମଳାଭାଟା ଚର୍ଚ୍ଚର ପାଷ୍ଟର ଗିରଫ...* ଡାବୁଗାଁ ବନ ବିଭାଗକୁ ବଡ଼ ସଫଲତା   (20-Jun-2026)       ||      ବିଜେଡି ନେତାଙ୍କ ଘରେ ଫୁଟିଲା ଗୁଳି, ଦୁବୃର୍ତ୍ତ ଫେରାର।   (20-Jun-2026)       ||      ଗାଧୋଇବାକୁ ଯାଇ ବୁଡ଼ି ଗଲେ ଯୁବକ ।   (20-Jun-2026)       ||      ରାଜ୍ୟ ସରକାର ଙ୍କ ୨ବର୍ଷ ପୂର୍ତ୍ତି ଉପଲକ୍ଷେ ସଫଳତା ର ବିବରଣୀ ଦେଲେ ମୁଖ୍ୟ ସଚେତକ   (20-Jun-2026)       ||      *ଡାବୁଗାଁରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ*   (20-Jun-2026)       ||      Km   (20-Jun-2026)       ||     

HOME   ଜିଲ୍ଲା

୮ ଜଣ ଚାଷୀ ଧାନ ବିକ୍ରି କରି ଠକେଇର ଶିକାର,୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର। ଚାଷୀ କୋର୍ଟର ଦ୍ୱାରସ୍ଥ।

04-Sep-2021



ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି )  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଡ଼ମାଳ ଅଞ୍ଚଳର ୮ ଜଣ ଚାଷୀ ଠକାମୀର ଶିକାର ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର ମାରିଛି। ଆଜକୁ ୬ ମାସ ହେଲା ବେପାରୀ ଧରାଛୁଆଁ ଦେଉ ନାହିଁ। ଖରିଫ ଋତୁରେ ବଡ଼ମାଳ ଅଞ୍ଚଳ ଚାଷୀ ସୀତାରାମ ଥାପା, ଦୀନବନ୍ଧୁ ସାହୁ, ବାବୁଲାଲ ରଣା, କଳ୍ପତରୁ ଷଣ୍ଢ, ମଣି ସେଠୀ, ଶୁକଦେବ ପ୍ରଧାନ, ବତିଷ୍ଟ ସାହୁ, ଓ ସୁବାଷ ସାହୁ ମଣ୍ଡିରେ ଧାନ ବିକ୍ରି କରି  ବଳକା ଧାନକୁ ବରଗଡ଼ ଜିଲ୍ଲା ଗୋଡଭଗାର ଜଣେ ବ୍ୟକ୍ତିକୁ ୬ ମାସ ହେବ ଧାନ ବିକ୍ରି କରିଥିଲେ। ଧାନ ନେଲା ପରେ ବେପାରୀ ଜଣକ ଧରାଛୁଆଁ ହେଉ ନ ଥିଲା। ବାରମ୍ବାର ଚାଷୀମାନେ ତାଙ୍କ ପାଖକୁ ଯାଇ ନିରାଶ ହୋଇ ଫେରିଥିଲେ। ବାଧ୍ୟ ହୋଇ ଚାଷୀ ପୋଲିସର ଆଶ୍ରୟ ନେଇଥିଲେ। ଏହା ପରେ ବେପାରୀ ଜଣକ ଚାଷୀଙ୍କ ନାଁରେ ପାଖାପାଖି ୪ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ହେଲେ ଚେକ୍ ଗୁଡ଼ିକ ବାଉଁସ ହୋଇ ଯାଇଥିଲା। ତା ପରେ ବେପାରୀକୁ ଜଣାଇବାରୁ ସେ ୧୫ ଦିନ ମଧ୍ୟରେ ଟଙ୍କା ଫେରେଇ ବାକୁ କହି କୋର୍ଟ ରେ ଚୁକ୍ତିନାମା ମଧ୍ୟ କରିଥିଲେ। ଚୁକ୍ତିନାମା ଅବଧି ପୂରଣ ହେବା ପରେ ବେପାରୀର ଖବର ମିଳୁନାହିଁ।  ଫୋନ କଲ୍ ବନ୍ଦ ଥିବାବେଳେ ଠିକଣା ଦେଇ ଥିବା ଘରେ ମଧ୍ୟ ରହୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ଚାଷୀ ପୁଣି କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଗୋଡ଼େଗାଁ ଗ୍ରାମରେ ତେଜିବାରେ ଲାଗିଛି ମଦ ବିରୋଧୀ ଅଭିଯାନ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ମହିଳାଙ୍କ ଦାବି*   21-Jun-2026
  ରାଜ୍ୟ  
ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ଆନ୍ତରଜାତୀୟ ଯୋଗ ଦିବସ ୨୦୨୬ ପାଳିତ   21-Jun-2026
  ଜିଲ୍ଲା  
ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ   20-Jun-2026
  ଜିଲ୍ଲା  
ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ   20-Jun-2026
  ଜିଲ୍ଲା  
ବରିଷ୍ଠ ମୋହରି ଙ୍କ ପରଲୋକ   20-Jun-2026
  ଜିଲ୍ଲା  
ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   20-Jun-2026
  ଖେଳ  
ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   20-Jun-2026
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   20-Jun-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   20-Jun-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   20-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ   20-Jun-2026

You Might Also Like