-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
01-Nov-2020
କଳାହାଣ୍ଡି(ପ୍ରେରଣା ଖବର) - ମାଓ ସମୀକ୍ଷା କୁ ନେଇ ଡିଜି ପୋଲିସ ଙ୍କ କଳାହାଣ୍ଡି ଗସ୍ତ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ , ସ୍ବତନ୍ତ୍ର ଡିଜିପି ସିଆରପିଏଫ କୁଲଦୀପ ସିଂହ, ରାଜ୍ୟ ଗୋଇନ୍ଦା ମୁଖ୍ୟ ଆର .କେ ଶର୍ମା ସମେତ ଜିଲ୍ଲା ପୋଲିସ ର ବରିଷ୍ଠ ଅଧିକାରୀ ବୈଠକ ରେ ସାମିଲ। ଭବାନୀପାଟଣା ରିଜର୍ଭ ପୋଲିସ ଠାରେ ଆୟୋଜିତ ବୈଠକ ରେ ମାଓ ଅପରେସନ କୁ ନେଇ ଆଲୋଚନା ଜାରି।