-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
30-Aug-2021
ବଲାଙ୍ଗୀର (ପ୍ରେରଣା ଖବର) :- ଆଜି ଜନ୍ମାଷ୍ଟମୀ । ମନ୍ଦିର ,ଅନୁଷ୍ଠାନ ଏବଂ ଘର ମାନଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଶୃଙ୍ଖଳା ର ସହ ପାଳିତ ହୋଇଯାଇଛି । ରାଧାରାଣୀ ପଡ଼ା ଠାରେ ଏନ୍ ଅନ୍ୱେଷା ନାମକ ଏକ ଝିଅ କୃଷ୍ଣ ଙ୍କ ଫଟୋ ରଙ୍ଗୋଳି ରେ ଅତି ସୁନ୍ଦର ଭାବରେ ଆଙ୍କିଛନ୍ତି । ରଙ୍ଗୋଳୀ ଦେଖି ଅନେକ ଖୁସି ଜାହିର କରିଥିଲେ ।ଶ୍ରୀକୃଷ୍ଣ ବଂଶୀ ଏବଂ ମୟୂର ଚନ୍ଦ୍ରିକାର ସମାହାରରେ ରଙ୍ଗୋଲିଁ ରେ ବିଭିନ୍ନ ରଙ୍ଗ ଦେଇ ସୁନ୍ଦର
ଭାବରେ ଆଙ୍କିଥିବା ଦେଖିବାକୁ ମିଳିଛି । ସହରରେ ବିଭିନ୍ନ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କୋଭିଦ୍ ନିୟମ ମାନି ପାଳନ କରିଥିବା ବେଳେ କୃଷ୍ଣ ଭକ୍ତିରେ ଭକ୍ତ ମାନେ ଏହି ମାରାତ୍ମକ କରୋନ ସଂସାର ରୁ ସମାପ୍ତ ହେଉ ବୋଲି କହିଛନ୍ତି ।ତେବେ ଦେଖାଯାଉ ଭକ୍ତ ମାନଙ୍କ ଜଣାଣ ଭଗବାନ ଶ୍ରୀକୃଷ୍ଣ ଶୁଣୁଛନ୍ତି ନା ପଥର ମୂର୍ତ୍ତି ଭଳି ବସିରହୁଛନ୍ତି ଭକ୍ତ ମାନେ ଦେଖିବା ବାକି ରହିଲା ।