୬ ମାର୍ଚ୍ଚ ୨୦୨୧ ରେ ବସ ମାଲିକ ସଂଘ ଓ ଅର୍କେଶ ନାରାୟଣ ସିଂହଦେଓ ମିଳିତ ଭାବରେ ଭୁବନେଶ୍ବର ରେ ରାଜ୍ଯ ସରକାରଙ୍କ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରାଙ୍କ ସହିତ ସାକ୍ଷାତ କରି ସଂଘ ପକ୍ଷରୁ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀ ଗୁଡିକୁ ନେଇ ଉଚିତ୍ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ବେଳେ ବସଟର୍ମିନାଲ ର ନିର୍ମାଣ କାର୍ଯ୍ଯ ଏଯାଏଁ ଚାଲିଛି । ଇତି ମଧ୍ଯରେ ବସ ମାଲିକ ସଂଘ ଓ ଅର୍କେଶ ନାରାୟଣ ସିଂହଦେଓ ଙ୍କ ଆଉ ଗୋଟିଏ ମିଳିତ ବୈଠକ ଗତ କାଲି ବସ ମାଲିକ ସଂଘ କାର୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେହି ୯ ଦଫା ଦାବୀ ଉପରେ ଆଲୋଚନା କରାଯାଇ ରାଜ୍ଯ ସରକାରଙ୍କ ପରିବହନ ବିଭାଗ ସହିତ ଯୋଗାଯୋଗ କରି ସମସ୍ତ ସମସ୍ଯା ଗୁଡିକୁ ସମାଧାନ କରିବାକୁ ପ୍ରୟାସ ଜାରୀ ରହିବ ବୋଲି ସହମତି ପ୍ରକାଶ ପାଇଛି । କରୋନା ର ଦ୍ବିତୀୟ ପର୍ଯ୍ଯାୟ ପରେ ଅର୍କେଶ ନାରାୟଣ ସିଂହଦେଓ ଓ ବସ ମାଲିକ ସଂଘ ମଧ୍ଯରେ ବୈଠକ ପ୍ରଥମ ଥର ବସିଥିବା ବେଳେ ଏହି ବିଷୟରେ ବସ ମାଲିକ ସଂଘ ସଭାପତି ଶ୍ରୀଯୁକ୍ତ ହେମନ୍ତ ପଣ୍ଡା ଯୋଗାଯୋଗ ରେ ସବୁବେଳେ ରହିଛନ୍ତି  । ଏହି ବୈଠକ କୌଣସି ଏକ ନିଜସ୍ବ ଜରୁରୀ କାଳୀନ କାର୍ଯ୍ଯରେ ରେ ସଭାପତି ଜିଲ୍ଲା ବାହାରେ ଥିବାରୁ  ତାଙ୍କ ପରାମର୍ଶ କ୍ରମେ ବସ ମାଲିକ ସଂଘର ସମ୍ପାଦକ ପ୍ରଦ୍ୟୁତ ମିଶ୍ର,  ଉପସଭାପତି ସୌମେନ୍ଦ୍ର ପରିଛା , କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ , ଭବାନୀ ପଟେଲ , ସଞ୍ଜିବ ମହାନ୍ତି , ଡମ୍ବରୁଧର ଆଚାର୍ଯ୍ଯ  , ହିମାଂଶୁ ନାୟକ , ଟିକି ପଧାନ , ସଞ୍ଜିବ ସାହୁ , ସତ୍ଯ ପତି , ଶ୍ରୀଦେବ ମିଶ୍ର , ବୁଲୁ ବେହେରା , ବିକାଶ ହୋତା, ଟିକୁ ନନ୍ଦ , ସଞ୍ଜିବ ପଣ୍ଡା , ପାରିଶ ପଟେଲ , ଜୟନ୍ତ ସିଂହଦେଓ , ଲକ୍ଷ୍ମୀନାରାୟଣ ସାହୁ  ଏହି ବୈଠକରେ ଉପସ୍ଥିତ ହୋଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରକାଶ ଯେ ଗତ ୨୦୧୬ ମସିହାରେ ଅର୍କେଶ ନାରାୟଣ ସିଂହଦେଓ ଙ୍କ ନେତୃତ୍ବ ରେ ଏକ ଟିମ ତତକାଳୀନ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ସାକ୍ଷାତ କରି ବଲାଙ୍ଗିର ରେ ଟର୍ମିନାଲ ପାଇଁ ଦାବୀ କରାଯାଇ ଥିଲା । ପରେ ପରେ ତତକାଳୀନ ରାଜ୍ଯସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ତତକାଳୀନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ  ବଲାଙ୍ଗିର ବସ ମାଲିକ ସଂଘ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ୨୦୧୭ ରେ ବସଟର୍ମିନାଲ କାର୍ଯ୍ଯ ଆରମ୍ଭ ହୋଇଛି ।

"/>

-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର : ଜିଲ୍ଳା ଘରୋଇ ବସ ମାଲିକ ସଂଘ ସହ ଆଲୋଚନା କଲେ ଆର୍କେଶ ନାରାୟଣ ସିଂହଦେଓ

30-Aug-2021



ବଲାଙ୍ଗିର(ପ୍ରେରଣା ଖବର) :: ପ୍ରସ୍ତାବିତ ବସ ଟର୍ମିନାଲ ର ବିଭିନ୍ନ ସମସ୍ଯା ନେଇ ଗତ ୬ ମାର୍ଚ୍ଚ ୨୦୨୧ ରେ ବସ ମାଲିକ ସଂଘ ଓ ଅର୍କେଶ ନାରାୟଣ ସିଂହଦେଓ ମିଳିତ ଭାବରେ ଭୁବନେଶ୍ବର ରେ ରାଜ୍ଯ ସରକାରଙ୍କ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରାଙ୍କ ସହିତ ସାକ୍ଷାତ କରି ସଂଘ ପକ୍ଷରୁ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀ ଗୁଡିକୁ ନେଇ ଉଚିତ୍ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ବେଳେ ବସଟର୍ମିନାଲ ର ନିର୍ମାଣ କାର୍ଯ୍ଯ ଏଯାଏଁ ଚାଲିଛି । ଇତି ମଧ୍ଯରେ ବସ ମାଲିକ ସଂଘ ଓ ଅର୍କେଶ ନାରାୟଣ ସିଂହଦେଓ ଙ୍କ ଆଉ ଗୋଟିଏ ମିଳିତ ବୈଠକ ଗତ କାଲି ବସ ମାଲିକ ସଂଘ କାର୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେହି ୯ ଦଫା ଦାବୀ ଉପରେ ଆଲୋଚନା କରାଯାଇ ରାଜ୍ଯ ସରକାରଙ୍କ ପରିବହନ ବିଭାଗ ସହିତ ଯୋଗାଯୋଗ କରି ସମସ୍ତ ସମସ୍ଯା ଗୁଡିକୁ ସମାଧାନ କରିବାକୁ ପ୍ରୟାସ ଜାରୀ ରହିବ ବୋଲି ସହମତି ପ୍ରକାଶ ପାଇଛି । କରୋନା ର ଦ୍ବିତୀୟ ପର୍ଯ୍ଯାୟ ପରେ ଅର୍କେଶ ନାରାୟଣ ସିଂହଦେଓ ଓ ବସ ମାଲିକ ସଂଘ ମଧ୍ଯରେ ବୈଠକ ପ୍ରଥମ ଥର ବସିଥିବା ବେଳେ ଏହି ବିଷୟରେ ବସ ମାଲିକ ସଂଘ ସଭାପତି ଶ୍ରୀଯୁକ୍ତ ହେମନ୍ତ ପଣ୍ଡା ଯୋଗାଯୋଗ ରେ ସବୁବେଳେ ରହିଛନ୍ତି  । ଏହି ବୈଠକ କୌଣସି ଏକ ନିଜସ୍ବ ଜରୁରୀ କାଳୀନ କାର୍ଯ୍ଯରେ ରେ ସଭାପତି ଜିଲ୍ଲା ବାହାରେ ଥିବାରୁ  ତାଙ୍କ ପରାମର୍ଶ କ୍ରମେ ବସ ମାଲିକ ସଂଘର ସମ୍ପାଦକ ପ୍ରଦ୍ୟୁତ ମିଶ୍ର,  ଉପସଭାପତି ସୌମେନ୍ଦ୍ର ପରିଛା , କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ , ଭବାନୀ ପଟେଲ , ସଞ୍ଜିବ ମହାନ୍ତି , ଡମ୍ବରୁଧର ଆଚାର୍ଯ୍ଯ  , ହିମାଂଶୁ ନାୟକ , ଟିକି ପଧାନ , ସଞ୍ଜିବ ସାହୁ , ସତ୍ଯ ପତି , ଶ୍ରୀଦେବ ମିଶ୍ର , ବୁଲୁ ବେହେରା , ବିକାଶ ହୋତା, ଟିକୁ ନନ୍ଦ , ସଞ୍ଜିବ ପଣ୍ଡା , ପାରିଶ ପଟେଲ , ଜୟନ୍ତ ସିଂହଦେଓ , ଲକ୍ଷ୍ମୀନାରାୟଣ ସାହୁ  ଏହି ବୈଠକରେ ଉପସ୍ଥିତ ହୋଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରକାଶ ଯେ ଗତ ୨୦୧୬ ମସିହାରେ ଅର୍କେଶ ନାରାୟଣ ସିଂହଦେଓ ଙ୍କ ନେତୃତ୍ବ ରେ ଏକ ଟିମ ତତକାଳୀନ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ସାକ୍ଷାତ କରି ବଲାଙ୍ଗିର ରେ ଟର୍ମିନାଲ ପାଇଁ ଦାବୀ କରାଯାଇ ଥିଲା । ପରେ ପରେ ତତକାଳୀନ ରାଜ୍ଯସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ତତକାଳୀନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ  ବଲାଙ୍ଗିର ବସ ମାଲିକ ସଂଘ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ୨୦୧୭ ରେ ବସଟର୍ମିନାଲ କାର୍ଯ୍ଯ ଆରମ୍ଭ ହୋଇଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like