-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ଅଜଣା ଗାଡି ଧକ୍କା ରେ ଜ଼ିଲ୍ଲାପାଳ ଅଫିସ ଆଗରେ ବାଛୁରୀ ର ମୃତ୍ୟୁ* - *ଦ୍ରୁତ ଗାଡି ଚାଳନା କୁ ରୋକିବା ରେ ପୋଲିସ ପ୍ରଶାସନ ବିଫଳ

30-Aug-2021



ସୋନପୁର (ମନୋରଞ୍ଜନ ତ୍ରିପାଠୀ) :ଗତ ରାତି ବିଳମ୍ବିତ ସମୟରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଅଫିସ ଆଗରେ  ଅଜଣା ଗାଡି ଧକ୍କା ରେ  ଏକ ହୃଷ୍ଟ ପୃଷ୍ଠ  ବଡ଼ ବାଛୁରୀ ର ମୃତ୍ୟୁ ଘଟିଛି l    ସକାଳେ ଏଇ ଦୁଖଃଦ ଦୃଶ୍ୟ କୁ ଦେଖିଲl ପରେ  ସ୍ୱଚ୍ଛ ଭାରତ ସଂଗଠନ ର କର୍ମକର୍ତା ସ୍ଥାନୀୟ ପୌର ପରିଷଦ କୁ ଖବର କରିଥିଲେ l ଖବର ପାଇ ପୌର କର୍ମଚାରୀ ତୁରନ୍ତ ଘଟଣା ସ୍ଥଳ କୁ ପହଂଚି ଫୋରୱେ ରାସ୍ତା ରୁ ଉକ୍ତ ମୃତ  ବାଛୁରୀ  କୁ ଉଦ୍ଧାର କରିଥିଲେ l ୟା ପରେ ପରେ ବାଛୁରୀ ଛୁଆ ର ମାଁ ଗାଈ ଘଟଣା ସ୍ଥଳ କୁ ଆସି ମୃତ ଛୁଆ କୁ ଖୋଜି ଖୋଜି ଜୋର ରେ ଚିତ୍କାର କରୁଥିଲା ଓ ଘୁରି ବୁଲୁଥିବା ର ଏଇ ହୃଦୟ ବିଦାରକ ଦୃଶ୍ୟ କୁ ଦେଖି ସ୍ୱଚ୍ଛ ଭାରତ କର୍ମକାର୍ତ୍ତl ନିଜ କୁ ଆଉ ସମ୍ଭାଳି ପାରିନଥିଲେ l ଭୋର ୫ ଟା ରୁ ଦିନ ରାତି ସବୁବେଳେ ଏଇ ଫୋରୱେ ବାଇପାସ ରାସ୍ତା ଓ ସହର  ମଧ୍ୟରେ ଶହ ଶହ ଟ୍ରାକ୍ଟର, ଟ୍ରକ, ଚାରି ଚକିଆ, ଦୁଇ ଚକିଆ ଯାନ ବାହାନ ସବୁ ଖୁବ ଦ୍ରୁତ ଗତି ରେ ଯିବା ଆସିବା କରୁଥିବା ବେଳେ ପୋଲିସ ପ୍ରଶାସନ ଓ ପରିବହନ ବିଭାଗ କିନ୍ତୁ ସବୁ  ଜାଣି  ଅଜଣା  ସାଜିଛି l  ଏବେ ପୁଣି ଖୁବ କମ ୧୪/୧୫   ବୟସ ର ପିଲାମାନେ ବି  କମ ବେତନ ରେ ଡ୍ରାଇଭିଙ୍ଗ କାମ କରି ଗୋଟାଏ ହାତ ଷ୍ଟେରିଙ୍ଗ ଓ ଆଇ ଗୋଟେ ହାତରେ ମୋବlଇଲ ଧରି ନିର୍ଭୟ ରେ  ଖୁଲମ ଖୁଲା ଗାଡି ଚଳାଉଛନ୍ତି l

ଯାହାକି ସାଧାରଣ ଲୋକ ଙ୍କ ପାଇଁ  ଆହୁରି ବିପଦ  ସୃଷ୍ଟି କରିଛି l ଦୁଇ ଦିନ ପୂର୍ବରୁ ସୋନପୁର  ବଲାଙ୍ଗୀର ରୋଡ଼ ଜୟ ଯବାନ ପେଟ୍ରୋଲ ପମ୍ପ ଆଗରେ ଗାଡି  ଧକ୍କା ରେ ଗୋରୁ ଗୁରୁତର,  ଆଉ ଦୁଇ ସପ୍ତାହ ପୂର୍ବ ରୁ ତେଲ ନଦୀ ରୋଡ଼ କୁଞ୍ଜ ହୋଟେଲ ଛକ ଆଗରେ ଟ୍ରାକ୍ଟର ଧକ୍କା ରେ ଜଣେ ନିରୀହ ଖବର କାଗଜ ବିତରକ ଲହୁ ଲୁହାଣ ହୋଇଯାଇଥିଲା l ଏମିତି ଛୋଟ ବଡ଼ ଦୁର୍ଘଟଣା ରେଗୁଲାର ଭାବେ ଏ ଅଞ୍ଚଳ ରେ ଘଟୁଛି l ସେ ଦୁଇ ହେଉ କି ଚାରି ଚକିଆ ଗୋଟେ ହାତରେ ଷ୍ଟେରିଙ୍ଗ ଧରୁଥିବା  ଯାନ  ଚାଳକ ରୋମିଓ ମାନଙ୍କୁ ଓ ପ୍ରତ୍ୟକ ବେପରୁଆ ଡ୍ରାଇଭର ଙ୍କୁ ସାୱାର୍ଡ କରିବାକୁ ହେଲେ ଦୁର୍ଘଟଣା ରୋକିବା କୁ  ହେଲେ ଜ଼ିଲ୍ଲା ପୋଲିସ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରେଗୁଲାର ଫାଇନ ଆଦାୟ ଓ  କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରି କଠୋର ହେବାକୁ ପଡିବ l ଏବଂ ସହର ର ପ୍ରମୁଖ ସ୍ବେଛାସେବୀ ସଂଗଠନ, କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ସାମିଲ କରି ଛକ ଛକ ରେ  ଜନ ସଚେତନତା କାର୍ଯ୍ୟକ୍ରମ କରିବାକୁ ପଡିବ ବୋଲି କିଛି  ବୁଦ୍ଧିଜୀବୀ ମତ ରଖିଛନ୍ତି l ଏବଂ ସକାଳ ୬ ଟା ରୁ ରାତି ୮ ଟା ଯାଏ  ପରିବହନ ଓ ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଜଣେ ଅଫିସର  ପ୍ରତି ମୁଖ୍ୟ ଛକ ମାନଙ୍କୁ ଅଚାନକ ପରିଦର୍ଶନ,  ସ୍ଥିତି ଅନୁଧ୍ୟାନ ଓ ଗାଈ ଗୋରୁ ହଟାଇବା ଉଦ୍ୟମ  କରିବାକୁ,   ଓ  ତୁରନ୍ତ ସି ସି ଟି ଭି ଲଗାଇବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like