-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଜିଲ୍ଲା

ଲୋଇସିଂହା : ମନରେଗାରେ ମହା ଦୁର୍ନୀତି ,ମିଳିମିଶି ଖାଇଗଲେ ଲକ୍ଷ୍ ଲକ୍ଷ ଟଙ୍କା

06-Aug-2021



ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ): ସାଧାରଣ ଲୋକଙ୍କ ପାଇଁ ହୋଇଥିବା ମନରେଗା ଯୋଜନାରେ ସାଙ୍ଘାତିକ ହରିଲୁଟ , ଗୋଟିଏ ପଞ୍ଚାୟତରେ ଲକ୍ଷ୍ୟଲକ୍ଷ୍ୟ ଟଙ୍କାର ହରିଲୁଟ l ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବିଭାଗୀୟ ଅଧିକାରୀ ମାନେ ମନରେଗା ମହା ଘୋଟାଲା କରିଥିବା ଅଭିଯୋଗ ହୋଇଛି l ଯାହାର ରିଏଲିଟି ଜାଣିଲେ

ଆପଣବି ଚକିତ ହୋଇଯିବେ, ଆଗଲପୁର ବ୍ଲକ ତେନ୍ତୁଳିଖୁଣ୍ଟି ଗାଁର ଏକ ମନରେଗା ଦୁର୍ନୀତିର ଦୃଶ୍ୟ l ବାଟବଣା ମନରେଗା ଯୋଜନା ,ମନରେଗା ଯୋଜନାରେ ହରିଲୁଟ, ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର  ତେନ୍ତୁଳିଖୁଣ୍ଟି ଗ୍ରାମରୁ l ଗାଁକୁ ପଶିଲେ ଆପଣ ଦେଖିବେ ଗୋଟିଏ ପୋଖରୀରେ ଦୁଇଟି ନାମ ଫଳକ, ହେଲେ କାମଘର ସୁନ l ଖଡ଼ିଆମୁଣ୍ଡା ପୋଖରୀର ଉନ୍ନତିକରଣ ପାଇଁ ମନରେଗାରେ ୧୦ ଲକ୍ଷର ଟଙ୍କାର  ଦୁଇଟି ଫଳକ ରହିଛି । ହେଲେ କୌଣସି ପ୍ରକଳ୍ପ ଫଳକରେ କାର୍ଯ୍ୟ ଆରମ୍ଭ ଓ କାର୍ଯ୍ୟ ଶେଷ ତାରିଖ ନାହିଁ l ଯାହାର ଗ୍ରାଉଣ୍ଡ ରୀୟଲିଟି ପରଖିଥିଲା ଆମ ଟିମ । ଗାଁର ଲୋକମାନେ ଗାଁ ପୋଖରୀ ଖନନ ହେବ ଦୁଇ ଦୁଇଟି ଗାଧୁଆ ପାହାଚ ନିର୍ମାଣ ହେବ ବୋଲି ଆନନ୍ଦରେ ଥିଲେ । କିନ୍ତୁ ଲୋକଙ୍କ ଆନନ୍ଦ     କେବଳ ଭାବନାରେ ରହିଗଲା । ନା ଭଲ ଭାବରେ ହେଲା ମାଟିକାମ ନା ହେଲା ଭଲ ଗାଧୁଅ ଘାଟର ପାହାଚ ନିର୍ମାଣ । ପାହାଚ ନିର୍ମାଣର ମାସଟିଏ ନ ପୁରୁଣୁ ପାହାଚରେ ଫାଟ ଦେଖା ଗଲାଣି । ମାଟିକାମ ନାମରେ ମାଟିକୁ ଛାଞ୍ଚୀ ମିଲିଭଗତ ଭାବରେ ଖାଇଗଲେ ୨୦ ଲକ୍ଷ୍ୟଟଙ୍କା l ମାଟି କାମରେ ଦୁର୍ନୀତି ହୋଇଥିବା ଜାଣି ଗ୍ରାମବାସୀ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୁର୍ନୀତିର ସତ୍ୟାସତ୍ୟ ଜାଣିବା ପାଇଁ ଆଜି ପ୍ରଶାସନ ଗାଁରେ ପହଞ୍ଚି ତଦନ୍ତ ମଧ୍ୟ ଆରମ୍ଭ କରିଛି l କିନ୍ତୁ ପ୍ରଶାସନିକ ଅଧିକାରୀ ମନମୁଖୀ ଭାବରେ ତଦନ୍ତ କରୁଥିବା ଜାଣି ଗ୍ରାମବାସୀ ନାଖୁସ ହେବା ସହ ପାଟିତୁଣ୍ଡ କରିଥିଲେ l କିଛି ସମୟ ଘଟଣାସ୍ଥଳ ବେଶ ଚଳ ଚଞ୍ଚଳ ରହିଥିଲା l ପ୍ରଶାସନର ତଦନ୍ତ ଦେଖିଲେ ଆପଣ ବି ଆବାକ ହୋଇଯିବେ l  ପାଣି ରହିଥିବା ସ୍ଥାନକୁ  ପଶି ପ୍ରଶାସନ କିଭଳି ଆଣ୍ଠୁଏ ପାଣିରେ ଟେପ ଧରି ମେଜରମେଣ୍ଟ କରୁଥିଲେ l କଣ ପାଣି ଭିତରେ ମେଜେରର୍ମେଣ୍ଟ କରିବା କଣ ଠିକ l ବଡ ବଡ ଅନାବନା ଘାସ ଉଠିଥିବା ସ୍ଥାନରେ ବିଭାଗ ମେଜରମେଣ୍ଟ କରୁଛି l ଏହି ଠାରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ଏଠି ମନରେଗା କାମରେ ସମ୍ପୂର୍ଣ୍ଣ ଘୋଟାଲା ହୋଇଛି ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମିଲିଭଗତ ଭାବରେ ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି l ତେବେ ଏହି ମହା ଘୋଟାଲା ସମ୍ପର୍କରେ ବିଭାଗୀୟ ପଞ୍ଚାୟତ ଅଧିକାରୀ ନିଜ ଉପରୁ ଦୋଷ 

ଖସାଉ ଥିଲା ବେଳେ ଉଚ୍ଚ ବିଭାଗୀୟ ଅଧିକାରୀ ତଦନ୍ତ ଚାଲୁଛି ବୋଲି ହାଲୁକା ଉତ୍ତର ରଖିଛନ୍ତି l  ମନରେଗା କାମର ମହା ଘୋଟାଲା ମୁଖ୍ୟ ଆସାମୀ ବୋଲି ଗ୍ରାମବାସୀ  ଅଭିଯୋଗ କରୁଥିବା ଗାଁ ସାଥି ସଂଯୁକ୍ତା ବିଶ୍ୱାଳ  ଓ  ପଞ୍ଚାୟତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ଧର୍ମକୁ ଆଖିଠାର ଭଳି ତଦନ୍ତକାରୀ ଦଳ ଚୁପ ବସିବେ ତାହା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like