-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଜିଲ୍ଲା

ବଲାଗିଂର୍ ୟୁଥ୍ ଫର୍ ଏକ୍ସନ୍ ର ଜିଲ୍ଳା କାର୍ଯ୍ୟକର୍ତ୍ତା ଘୋଷଣା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

06-Aug-2021



ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ୟୁଥ ଫର ଏକ୍ସନ ପକ୍ଷ୍ୟରୁ କାର୍ଯ୍ୟକର୍ତ୍ତା ଘୋଷଣା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାନନୀୟ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ଯୁବକ ସଙ୍ଗଠନ ୟୁଥ ଫର ଏକ୍ସନ ର ବଲାଙ୍ଗୀର ଜିଲ୍ଲା ତଥା ବ୍ଲକ କାର୍ଯ୍ଯକର୍ତ୍ତା ଘୋଷଣା କରାଯାଇଥିଲା। ଏଥିରେ ପ୍ରାୟ ୭୦ରୁ ୮୦ଜଣ ସମାଜସେବୀଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି  ସମାଜସେବୀ ବିକ୍ରମ ବହିଦାର, ମୁଖ୍ୟ ବକ୍ତା ଗୋପାଲଜୀ ପାଣିଗ୍ରାହୀ ଓ ରାଜ୍ୟ ୟୁଥ୍ ଫର୍ ଏକ୍ସନ ସହ ସଂଯୋଜକ ସୁଜିତ୍ ସିଂ ଯୁବ ସମାଜକୁ ସମାଜସେବା କ୍ଷେତ୍ରରେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇ ଥିଲେ। ୟୁଥ୍ ଫର୍ ଏକ୍ସନ୍ ବଲାଙ୍ଗିର ଜିଲ୍ଲା ସଭାପତି ସନ୍ତୋଷ ପଟ୍ଟନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ୟୁଥ୍ ଫର୍ ଏକ୍ସନ୍ ଉପସଭା ପତି ଅମ୍ଲାନ ଷଡଙ୍ଗୀ, ୟୁଥ୍ ଫର୍ ଏକ୍ସନ୍ ପଶ୍ଚିମାଞ୍ଚଲ କ୍ଷେତ୍ର ମାନସ ରଥ, ୟୁଟ୍ ଫର୍ ଏକ୍ସନ୍ ବରିଷ୍ଠ ଉପଦେଷ୍ଟା, ସୁବ୍ରତ କୁଅଁର, ନରେସ୍ ଅଗ୍ରୱାଲ, ଉପ ସଭାପତି ସୁଧାସୁଂ ଶେଖର ମିଶ୍ର, ଏପି ନାଥ୍, ପ୍ରଦିପ୍ ଶତପଥୀ, ହର ପ୍ରତାପ ଦାଶ, ସାଇ ସାର୍ଥକ ମୁନି, ସୁନିଲ ମିଶ୍ର ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ପ୍ରଶାନ୍ତ ମିଶ୍ର, ପ୍ରଦ୍ମୁମ୍ନ କୁମାର୍ ମହାନ୍ତି, ସଂପାଦକ ଅଜୟ ନାଗ୍, ପ୍ରିତମ୍ କଲତା, କୁବେର ବସ୍ତିଆ, ଲିଂକନ ସେଟ୍, ବିନୟ ତନ୍ତି, ଦେବରାଜ ନାଗ୍, କୋଷାଧ୍ଯକ୍ଷ ରାହୁଲ ପାଣିଗ୍ରାହୀ, ସେବା ଇଭେଣ୍ଟ ସଂଯୋଜକ ରବିନ୍ଦ୍ର ପଧାନ, ସହ ସଂଜୋଜକ ଲୋକନାଥ ବରାଳ, ଛାତ୍ର ସଂଯୋଜକ ସୁମେସ ଡାଂଗ, ସହ ସଂଯୋଜକ ବିବେକ କୁମ୍ଭାର, ଜିଲ୍ଲା ମିଡିଆ ପ୍ରଭାରୀ ଅକ୍ଷୟ ସରାଫ୍, ସହ ପ୍ରଭାରୀ ଆଲୋକ ମିଶ୍ର, ସୋସିଆଲ୍ ମିଡିଆ ପ୍ରଭାରୀସଂଭୁ ଜେନା, ସହ ପ୍ରଭାରୀ ଆନନ୍ଦ ମେହେର୍, ଗୋ ସେବା ସଂଯୋଜକ ସୁରେନ୍ଦ୍ର ସେଠ୍, ସହ ସଂଯୋଜକ ଆକାଶ ଗୁରୁ, ବଲାଗିଂର ସଦର, ସଭାପତି ପ୍ରଦୀପ ଶତପଥୀ, ଉପ ସଭାପତି ମନୋରଞ୍ଜନ ଘଡାଇ, ଅକ୍ଷୟ ପୁଟେଲ, ଶ୍ୟାମ ସୁନ୍ଦର ଗହିର, ସନ୍ତୋଷ ସାହୁ, ଯୁଗ୍ମ ସଂପାଦକ ଅଂଶୁମାନ ସାଇ, ବିକାଶ ମିଶ୍ର, ସଂପାଦକ! ଅଭିଶେଖ ସୋନି, ସୁକୁମାର ପଟ୍ଟନାୟକ, ଭାସ୍କର ରାଓ, ଅଭିଜିତ ପ୍ରଧାନ, ବଣ୍ଟୁ ବଗର୍ତି, ଶିବ ପ୍ରଧାନ, କୋଷାଧକ୍ଷ ବାବୁଲୁ ଡାଂଗ, ସୋସିଆଲ୍ ମିଡିଆ ପ୍ରଭାରି ସୁଶାନ୍ତ ବହିଦାର୍, ଅଶୋକ କୁମାର ସୁନା, ସେବା ଇଭେନ୍ ସଂଯୋଜକ ରୁତୁ ରାଜ ପଧାନ, ସହ ସଂଯୋଜକ ବିରୁ ନାଗ, ମିଡିଆ ପ୍ରଭାରୀ ପ୍ରବୀଣ ନାଗ୍, ସଂଭବ ବହିଦାର, ଗୋ ସେବା ସଂଯୋଜକ ସୌମ୍ୟ ରଂଜନ ସାହୁ, ସହ ସଂଯୋଜକ ବୁଲୁ ପାଣ୍ତେ, ଏନ୍'ଏସି/ବ୍ଲକ୍  ସଭାପତି , ତୁଷୁରା ସୁର୍ଯ୍ୟମଣୀ ଖୁଣ୍ଟଲି, ପାଟଣାଗଡ ଟୁନା ପୁଟେଲ, କଣ୍ଟାବାଞ୍ଜି ପିଣ୍ଟୁ ଭୋଇ, ଟିଟିଲାଗଡ ଅଂଜନୀ ପ୍ରସାଦ ଦାଶ, ଦେଓଗାଁ ଶିବ ପ୍ରସାଦ ବାଘ୍, ଲୋଇସିଂହା ଜିତୁ ସାହୁ, ପୁଇନ୍ତଲା ସନ୍ତୋଷ କର୍ମି,ଟିଟିଲାଗଡ ରମେସ ମାଝି,ବଲାଙ୍ଗିର ତ୍ରିନାଥ   ବେହେରା, ଅଗଲପୁର ମୁକେଶ ସାହୁ, ତୁରେକେଲା ବରୁଣ ନାୟକ, ମୁରିବାହାା ଲଅଭିଲାଶ ବଘାର, ସଇତଲା ସାନ୍ତନୁ ରଣା, ଖପ୍ରରାଖୋ ଲସତ୍ୟ ସଂକର, ବେଲପଡାା ଜିତୁ ନାୟକ,ବିଶ୍ବନାଥ ବେହେରା, ବଂଗୋମୁଣ୍ତା ଅଭିନାଶ ସରାଫ୍, ମଞ୍ଚ ପରିଚାଲନା ପ୍ରଦ୍ମୁନ୍ନ କୁମାର ମହାନ୍ତି ଓ ସଭା ସୁବ୍ରତ କୁଅଁର ଉପସ୍ଥିତ ଥିଲେ। 

                


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like