-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
06-Aug-2021
ବଲାଙ୍ଗିର,(ପ୍ରେରଣା ଖବର)-ଚଳିତ ସିବିଏସ୍ଇ ଯୁକ୍ତ ୨ ପରୀକ୍ଷାରେ ବଲାଙ୍ଗୀର ସହରସ୍ଥ ଟିକ୍ରାପଡାର ଅଭିଷେକ ରଥ ୫ଠଠ ମାର୍କ(୯୪.୪%) ରଖି ସ୍କୁଲର ଗୌରବ ବୃଦ୍ଧି କରିଛନ୍ତି । ଅଭିଷେକ ମେଟ୍ରିକ ପରୀକ୍ଷାରେ ମଧ୍ୟ ୯୫.ଠ୨ ପ୍ରତିଶତ ମାର୍କ ରଖିଥିଲେ । ଆଗକୁ ମେଡିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଭବିଷ୍ୟତରେ ଜଣେ ଡାକ୍ତର ହେବାର ସ୍ୱପ୍ନ ଦେଇଖିଛନ୍ତି ଅଭିଷେକ ରଥ । ଅଭିଷେକ ବଲାଙ୍ଗୀର ସହର ଟିକ୍ରାପଡା ନିବାସୀ ଆଇନଜୀବୀ ବିଜୟ ରଥଙ୍କ ସୁପୁତ୍ର ଅଟନ୍ତି ।