-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ଜିଲ୍ଲା

କୋଟି କୋଟି ଟଙ୍କାର ମୁରୁମ ଚୋରା ଚାଲାଣ ହେଲେ ପ୍ରଶାସନ ନିରବ

04-Aug-2021



ଲୋଇସିଂହା, (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଅଞ୍ଚଳରେ ମାତିଛନ୍ତି ମୁରୁମ ମାଫିଆ ,ଦିନରାତି ୨୪ ଘଣ୍ଟା ବେଧଡକ ଭାବେ ଚାଲିଛି ମୁରୁମ ଲୁଟ l କେଉଁଠି ରାଜସ୍ବ ଖଣି ତ ଆଉ କେଉଁଠି ଜଙ୍ଗଲ ଜମିରୁ ବି ଲୁଟ ହେଉଛି ମୁରୁମ l ଏହା ଦ୍ୱାରା ଜଙ୍ଗଲର ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେଉଛି l ତେବେ ମୁରୁମ ଲୁଟି ମାଫିଆ ମାନେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ପ୍ରଶାସନ କିନ୍ତୁ ନିରବ  । ମୁରୁମ ମାଫିଆଙ୍କ ଆଗରେ ପ୍ରଶାସନ ବି ହାର ମାନିଛି l ରାଜନୈତିକ ଛତ୍ରଛାୟା ତଳେ ରହି ଏସବୁ ଲୁଟ ଚାଲିଥିବାର ଅଭିଯୋଗ ହେଉଛି l ସରକାରଙ୍କ ଆଖିରେ ଧୂଳିଦେଇ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ତହସିଲର ପଣ୍ଡରାଣୀ ଗାଁର ଛାତି ଉପରୁ ମୁରୁମ ଲୁଟି ନେଉଛନ୍ତି ମାଫିଆ l ସରକାରଙ୍କୁ ଟଙ୍କାଟିଏ ମଧ୍ୟ ରାଜସ୍ବ ଏଠାରୁ ମିଳୁନାହିଁ l ମାଗଣା ମୁରୁମକୁ ହଜାର ହଜାର ଟଙ୍କାର ବିକି ମାଲେମାଲ ହେଉଛନ୍ତି ମାଫିଆ l ସରକାରୀ ରାଜସ୍ବ ଜମିରୁ ବି ମୁରୁମ ଲୁଟି ନେଉଛନ୍ତି ମାଫିଆ l ତେବେ ଟାରଗେଟରେ ଏବେ ଲୋଇସିଂହା ଠାରୁ ଅଳ୍ପ ଦୂରରେ ଥିବା ପଣ୍ଡରାଣୀ ଗାଁର ଦୃଶ୍ୟ । ଭିଯୁଆଲରୁ ସ୍ପଷ୍ଟ ଜଣା ପଡୁଛି ଯେ କେମିତି ଚାରିଆଡେ ସବୁଜ ଜଙ୍ଗଲ ଥିଲା ଓ ବର୍ତ୍ତମାନ ଦେଖନ୍ତୁ ମୁରୁମ ଟାଡି କେମିତି ଜଙ୍ଗଲ ସଫା କାରା ଯାଉଛି l ରାତି ଅନ୍ଧାରରେ ମୁରୁମ ଚାଲାଣ କରାଯାଇଛି ସକାଳ ହେଲେ ଏଠି ସବୁ ବନ୍ଦ ହୋଇ ଜାଉଛି l ଆଉ ଏସବୁ ବଡ ବଡ ଗାତକୁ ଦେଖନ୍ତୁ ପୋଖରୀ ଭ୍ରମ ସୃଷ୍ଟି କରୁଥିବା ଚିତ୍ର ବାସ୍ତବରେ ମାଫିଆଙ୍କ ଦ୍ୱାରା ମୁରୁମ ଚାଲାଣରେ ହୋଇଥିବା ଗାତ l ପାଖରେ ଲାଗିଥିବା ଜଙ୍ଗଲକୁ ଲାଗି ରହିଛି ଏହି ଅଞ୍ଚଳ । ଏକର ଏକର ଜମିରୁ ମୁରୁମ ଲୁଟି ମାଲେମାଲ  ହେଉଛନ୍ତି ମାଫିଆ ।   ତେବେ ଏହି ଜଙ୍ଗଲ ଜମିରୁ ମୁରୁମ ଲୁଟ ହେବା ପରେ ଖାଲି ରାଜ୍ୟ ସରକାରଙ୍କ କ୍ଷତି ହେଉଛି ଏହା ସହ ଜଙ୍ଗଲ  ଜୈବ ବିବିଧତା ମଧ୍ୟ ନଷ୍ଟ ହେଉଛି l ଜଙ୍ଗଲ ପାଖରେ ବଡ ବଡ ଗାତ ପରେ ଏବେ ବିପଦରେ ବନ୍ୟଜନ୍ତୁ l ପାଖ ଜଙ୍ଗଲକୁ ଲାଗି ରହିଥିବାରୁ ଏ ଅଞ୍ଚଳରେ ବହୁ ବନ୍ୟଜନ୍ତୁ ଦେଖିବାକୁ ମିଳନ୍ତି l ଏ ଅଞ୍ଚଳରେ ହାତୀ ମାନେ ମଧ୍ୟ ବୁଲାବୁଲି କରନ୍ତି l ତେବେ ମାଫିଆ ମାନଙ୍କ ଏହି ଗାତରେ ଯଦି ସେମାନେ ପଡି ଯାଆନ୍ତି ତେବେ ଅବସ୍ଥା କଣ ହେବ ତାହା ସହଜରେ ଅନୁମାନ କରାଯାଉଛି l ଲୋଇସିଂହା ଅଞ୍ଚଳରେ ରାଜସ୍ବ ଜମି ଏବଂ ଜଙ୍ଗଲ ଜମି ଏମିତି ଲୁଟ ହେଉଛି କୋଟି କୋଟି ଟଙ୍କାର ମୁରୁମ l ଲୋଇସିଂହା ଛାତି ଉପରେ ମାଫିଆ ମାନଙ୍କର କାରନାମା ଉପରେ ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି l  ତେବେ ଏନେଇ ଆମେ ଲୋଇସିଂହା ତହସିଲଦାର ଦାଇତ୍ଵରେ ଥିବା ଆଡ଼ସିନାଲ ତହସିଲଦାର  ଅଶୋକ କୁମାର ମିଶ୍ରଙ୍କୁ ଭେଟିଥିଲୁ,  ଏନେଇ ଆଡ଼ସିନାଲ ତହସିଲଦାର ଲୋକଙ୍କ ସାମ୍ନାରେ ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଥିଲେ l ଏଠାରେ ପ୍ରଶ୍ନ ଉଠୁଛି ତହସିଲରୁ ପାଞ୍ଚ କିଲୋମିଟର ଦୂରରେ ମୁରୁମ ଚୋରା ଚାଲାଣ ହେଉଥିବା ବେଳେ କାହିଁକି ସରକାରୀ ଅଧିକାରୀ ନିରବ ଅଛନ୍ତି l ମୁରୁମ ମାଫିଆଙ୍କ ସହ ଆଡ଼ସିନାଲ ତହସିଲଦାରଙ୍କ ବଡ ଡିଲ ହୋଇଛି କି ? ଏମିତି ଅନେକ ପ୍ରଶ୍ନ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like