-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
04-Aug-2021
ବଲାଙ୍ଗୀର,(ପ୍ରେରଣା ଖବର) : ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଆଜି ବଲାଙ୍ଗୀର ଆସିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ବେଶ ଚଳଚଞ୍ଚଳ ତା ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର ବିଶେଷ ତତ୍ପରତା ଦେଖାଦେଇଛି । ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ତନାଘନା ପଦକ୍ଷେପ ନିଆଯାଉଥିବା ବେଳେ ଯେଉଁସବୁ ସ୍ଥାନକୁ ସଚିବ ପରିଦର୍ଶନରେ ଯିବେ ସେହି ସ୍ଥାନ ଗୁଡିକରେ ଜୋର୍ସୋର୍ ସଫେଇ କାମ ଚାଲିଥିବା ଦେଖିବାକୁ ମିଳିଛି ।