-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
04-Aug-2021
ଟିଟିଲାଗଡ଼ (ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବେଲଗାଁ ରାସ୍ତା ରେ ବାଞ୍ଜିଝାଲ ଗ୍ରାମ ମୁଖ୍ୟ ରାଜପଥରେ ସକାଳ ପ୍ରାୟ ୮ଟା ସମୟ ରେ ଟ୍ରାକ୍ଟର ଓଲଟି ଡ୍ରାଇଭର ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଶ୍ରୀନିବାସ ବଗର୍ତ୍ତି (ବ-୩୪) ତାଙ୍କ ନିଜ ଟ୍ରାକ୍ଟର ଚଳେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ସବ୍ଡିଭିଜନାଲ ଡାକ୍ତରଖାନା କୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏ ନେଇ ଟିଟିଲାଗଡ଼ ଥାନା ଏ ଏସ ଆଇ ଖେମସିଙ୍ଗ ମାଝି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।