-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
30-Jul-2021
ରାୟଗଡା(ପ୍ରେରଣା ଖବର) :ବିଦ୍ୟୁତ ଆଘାତରେ ୬ ଜଣ ଦାଦନଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଣ୍ଟୁର ଜିଲ୍ଲା ଅନ୍ତର୍ଗତ ଲାଙ୍କାଭାନିଦିବା ଗ୍ରାମରେ ଘଟିଛି ଏପରି ଦୁଃଖଦ ଅଘଟଣ। ମୃତ ସମସ୍ତ ୬ ଜଣ ଦାଦନ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଆଜି ଭୋର ରେ ଚିଙ୍ଗୁଡ଼ି ବନ୍ଧରେ କାମ କରିବା ପାଇଁ ଯାଇଥିବା ବେଳେ ଘଟଣା ଘଟିଥିବା ସୂଚନା ମିଳିଛି ।