-+91-9937148622 |

prerana_bgr@rediffmail.com |

  Tuesday 21st July 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା   (21-Jul-2026)       ||      ଅନ୍ତର୍ହିତ ହେଲେ ବରପାଲି ଆକାଶର ଧ୍ରୁବତାରା ବିଶିଷ୍ଟ ସମାଜସେବୀ ଧ୍ରୁବ ଚରଣ ମେହେରଙ୍କ ପରଲୋକ   (20-Jul-2026)       ||      ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍♦️ ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା   (20-Jul-2026)       ||      ବଡ଼ଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (20-Jul-2026)       ||      ବରପାଲିରେ ରାଜ୍ୟ ସ୍ତରୀୟ ଶ୍ରୀ ଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ।   (20-Jul-2026)       ||      ହେରା ପଞ୍ଚମୀରେ ଗୁଣ୍ଡିଚା ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ରାମ-ଲକ୍ଷ୍ମଣ ଅବତାର ବେଶ   (20-Jul-2026)       ||      ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ   (20-Jul-2026)       ||      ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବୀରେ ଗ୍ରାମବାସୀ ସ୍କୁଲରେ ତାଲା ମାରିଲେ ।   (20-Jul-2026)       ||      *ଶ୍ରୀ ଜଗନ୍ନାଥ ଙ୍କ ବେଶ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ପାଇଁ ଚଳ ଚଞ୍ଚଳ ଶ୍ରୀ ଗୁଣ୍ଡିଚା ମନ୍ଦିର*-   (20-Jul-2026)       ||      ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ*   (20-Jul-2026)       ||      ସୁପ୍ରିୟା ମାର୍ଗ ରେ ରୌପ୍ୟ ଜୟନ୍ତୀ♦️♦️ ରଥଯାତ୍ରା ଅବସରରେ ନିଆରା କାର୍ଯ୍ୟକ୍ରମ    (20-Jul-2026)       ||      ଅଳ୍ପରେ ଦେଶ ବିଦେଶର ଅନେକ ଖବର.....   (20-Jul-2026)       ||      ଦିଗୁଲମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠିତ   (20-Jul-2026)       ||      *ଜିଲ୍ଲା ବିଜେପି ପକ୍ଷରୁ ସଂପର୍କ ଅଭିଜାନ ଉତ୍ସବ*- *ସାଂସଦ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି*   (20-Jul-2026)       ||      କଣ୍ଟାବାଞ୍ଜି ଅଞ୍ଚଳ ରେ ଗୋ ବ୍ୟବସାୟୀ ପଛରେ କିଏ ?♦️ କାହିଁକି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ପୋଲିସ ନିରବ   (19-Jul-2026)       ||      ଜିଲ୍ଲା ଲେଖକ ପରିଷଦ, ପକ୍ଷରୁ "ଭାବର ଭୂଇଁ ଗନ୍ଧମାର୍ଦ୍ଦନ ଆଲୋଚନାଚକ୍ର ଅନୁଷ୍ଠିତ   (19-Jul-2026)       ||      ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ   (19-Jul-2026)       ||      ଏନ ଏଚ ବାଇପାସ ପାଇଁ ଲଖପାଲି ରାସ୍ତା କାଦୁଅମୟ: ଅତିରିକ୍ତ ଜିଲ୍ଲାପାଳଙ୍କୁ BMM ଓ ଗ୍ରାମବାସୀଙ୍କ ଦାବିପତ୍ର   (19-Jul-2026)       ||      ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ♦️ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ   (19-Jul-2026)       ||      ସ୍ୱର୍ଗତ ସୁଶୀଲ ଭୁଏଙ୍କ ପରିବାରକୁ ଓଷ୍ଟା ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ,ସଂଘର ସାମାଜିକ ବଦାନ୍ୟତାକୁ ସବୁଠି ପ୍ରଶଂସା   (19-Jul-2026)       ||     

HOME   ଜିଲ୍ଲା

ମନ୍ତ୍ରୀ ଙ୍କ ଗାଡ଼ି ପିଛା କରିବା ସନ୍ଦେହରେ ଚାରି ନିରୀହ ଯୁବକଙ୍କୁ ପୋଲିସ ର ମାଡ

29-Jul-2021



ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) : ମନ୍ତ୍ରୀଙ୍କ ଗାଡି ପିଛା କରିବା ସନ୍ଦେହରେ ଗତ ରାତ୍ରୀରେ ପୋଲିସ ବଲାଙ୍ଗିରର ୪ ଜଣ ଯୁବକଙ୍କୁ ଧରି ନିର୍ଧୁମ ଛେଚିବା ସହିତ ମନମୁଣ୍ଡା ଥାନାରେ ଅଟକ ରଖିଥିଲେ । ପୋଲିସ ତଦନ୍ତ କରିବା ପରେ ସେମାନେ ନିରିହ ବ୍ୟବସାୟୀ ଅଟନ୍ତି ବୋଲି ପୋଲିସ ଜାଣିବା ପରେ ସମସ୍ତଙ୍କୁ ଛାଡିଦେଇଛନ୍ତି । ଏ କ୍ଷେତ୍ରରେ ପୋଲିସ ର ଖାକି ବର୍ଦି ର ଅପବ୍ୟବହାର ସ୍ପଷ୍ଟ ଭାବେ ବାରି ହେଉଛି l କିଛି ନିରିହ ଲୋକଙ୍କୁ ବିନା ତଦନ୍ତରେ ଅଟକ ରଖାଯିବା ଓ କିଛି ନଜାଣି ବିନା କାରଣରେ ପୋଲିସର ଅମାନୁଷିକ ମାଡ ମରା ଘଟଣାକୁ ସାଧାରଣରେ ସମାଲୋଚନା କରାଯାଇଛି ।     ମିଳିଥିବା ସୂଚନା ପ୍ରକାରେ ଗତ ରାତିରେ ବଲାଙ୍ଗିରର ୪ ଜଣ ଯୁବ ବ୍ୟବସାୟୀ ଚାରିଛକ ଦେଇ ବଲାଙ୍ଗିର ଫେରୁଥିଲେ । ଗତରାତ୍ରୀରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ଗାଡିରେ ସୋନପୁର ଜିଲା ବିରମହାରାଜପୁର କୁ ଯାଉଥିଲେ ଏବଂ ଆଗରେ ଚାଲିଥିଲା ପୋଲିସର ପାଇଲଟ ଗାଡି । ଦୁର୍ଭାଗ୍ୟକ୍ରମେ ବ୍ୟବସାୟୀଙ୍କ ଗାଡି ମନ୍ତ୍ରୀଙ୍କ ପଛରେ ରହିଥିଲା ଏବଂ ସମାନ ରାସ୍ତାରେ ଯାଉଥିବାରୁ ସେମାନେ ପଛେପଛେ ଚାଲିଥିଲେ । ପାଇଲଟ ଗାଡି ସନ୍ଦେହ କରି ମନମୁଣ୍ଡା ପୋଲିସକୁ ସୂଚନା ଦେବା ସହ ତେଲନଦୀ ପୋଲ ପାଖରେ ସେମାନଙ୍କୁ ଅଟକାଇଥିଲେ । ପୋଲିସ ସେମାନଙ୍କୁ ଧରିବା ମାତ୍ରେ ମାଡ ମାରିବା ସହ ମନମୁଣ୍ଡା ଥାନାରେ ଆଣି ଅଟକ ରଖିଥିଲେ । ପୋଲିସ ର ମାତ୍ରାଧିକ କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା   21-Jul-2026
  ଜିଲ୍ଲା  
ଅନ୍ତର୍ହିତ ହେଲେ ବରପାଲି ଆକାଶର ଧ୍ରୁବତାରା ବିଶିଷ୍ଟ ସମାଜସେବୀ ଧ୍ରୁବ ଚରଣ ମେହେରଙ୍କ ପରଲୋକ   20-Jul-2026
  ଜିଲ୍ଲା  
ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍♦️ ୧୧ ବର୍ଷ ବାଳକ ଫାଇନାଲରେ ସମର୍ଥ ଓ ଅର୍ଣ୍ଣବ ମୁକାବିଲା   20-Jul-2026
  ଜିଲ୍ଲା  
ବଡ଼ଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   20-Jul-2026
  ଜିଲ୍ଲା  
ବରପାଲିରେ ରାଜ୍ୟ ସ୍ତରୀୟ ଶ୍ରୀ ଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ।   20-Jul-2026
  ଜିଲ୍ଲା  
ହେରା ପଞ୍ଚମୀରେ ଗୁଣ୍ଡିଚା ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ରାମ-ଲକ୍ଷ୍ମଣ ଅବତାର ବେଶ   20-Jul-2026
  ଜିଲ୍ଲା  
ସିଂଘିଯୁବା ପଞ୍ଚାୟତ କାର୍ଯ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ   20-Jul-2026
  ଜିଲ୍ଲା  
ପ୍ରଧାନ ଶିକ୍ଷକଙ୍କ ବଦଳି ସ୍ଥଗିତ ଦାବୀରେ ଗ୍ରାମବାସୀ ସ୍କୁଲରେ ତାଲା ମାରିଲେ ।   20-Jul-2026
  ଜିଲ୍ଲା  
*ଶ୍ରୀ ଜଗନ୍ନାଥ ଙ୍କ ବେଶ ଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ପାଇଁ ଚଳ ଚଞ୍ଚଳ ଶ୍ରୀ ଗୁଣ୍ଡିଚା ମନ୍ଦିର*-   20-Jul-2026
  ଜିଲ୍ଲା  
ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ*   20-Jul-2026
  ଜିଲ୍ଲା  
ସୁପ୍ରିୟା ମାର୍ଗ ରେ ରୌପ୍ୟ ଜୟନ୍ତୀ♦️♦️ ରଥଯାତ୍ରା ଅବସରରେ ନିଆରା କାର୍ଯ୍ୟକ୍ରମ   20-Jul-2026
  ଦେଶ ବିଦେଶ  
ଅଳ୍ପରେ ଦେଶ ବିଦେଶର ଅନେକ ଖବର.....   20-Jul-2026

You Might Also Like