-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
29-Jul-2021
ଭୁବନେଶ୍ବର (ମହାମାୟା ମହାନ୍ତି): ଆଜି ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି l
ଅଗଷ୍ଟ ୨ ରୁ ୧୪ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଆବେଦନ କରାଯିବାକୁ ଥିବା ବେଳେ ଅଗଷ୍ଟ ୨୩ ରୁ ସେପ୍ଟେମ୍ବର ୩ ଯାଏଁ ଚାଲିବ ପ୍ରବେଶିକା ପରୀକ୍ଷା ଜଣାପଡିଛି l