-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
29-Jul-2021
ଭୁବନେଶ୍ବର(ମହାମାୟା ମହାନ୍ତି) : ଆସନ୍ତାକାଲି ରାଜ୍ୟର ୧୫୧୩୬ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା । ୫୦୪ ସେଣ୍ଟରରେ ହେବ ପରୀକ୍ଷା । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ । ବୋଲି ଜଣାପଡିଛି l ୩୦ ଜୁଲାଇରୁ ୫ ମଇ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ । ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ପରୀକ୍ଷାଫଳ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି l