-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME    ଅନ୍ୟାନ୍ୟ

ବର୍ତ୍ତମାନର ମୁଖ୍ୟ ଖବର

29-Oct-2020



୧.ଆଜି ବିଶ୍ୱ ଇଣ୍ଟରନେଟ ଦିବସ, ମୋବାଇଲ ଠାରୁ ବ୍ୟାଙ୍କ କାରବାର, ଅଫିସ୍ ଠାରୁ ସୋସିଆଲ ମିଡିଆ ସବୁଠି ଛାଇ ରହିଥିବା ଇଣ୍ଟରନେଟ୍ ର ଆଜି ଜନ୍ମ ଦିବସ । ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ୧୯୬୦ ମସିହାରେ ଆରମ୍ଭ ହୋଇ ୧୯୭୦ ମସିହା ଯାଏଁ ଏହା ଉପରେ ଗବେଷଣା ଓ ପର୍ଯ୍ୟବେକ୍ଷଣ କରାଯାଇଥିଲା ।

 

୨.କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ଲାଗି କଟକଣା । ହବିଷ୍ୟାଳୀଙ୍କୁ ପୁରୀ ନଆସିବାକୁ ଅନୁରୋଧ କଲା ଜିଲ୍ଲା ପ୍ରଶାସନ ।

 

୩.ଏଣିକି ଘରେ ବସି ଦେଖିପାରିବେ ନନ୍ଦନକାନରର ଜୀବଜନ୍ତୁଙ୍କୁ, nandankanan.org ଓ୍ବେବସାଇଟକୁ ଯାଇ ଯେ କେହି ଘରେ ବସି ନନ୍ଦନକାନନର ପରିବେଶକୁ ଉପଭୋଗ କରିପାରିବେ। ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ।

 

୪.ନଭେମ୍ଵର ପହିଲାରୁ ଖରିଫ୍ ଧାନ କିଣିବେ ରାଜ୍ୟ ସରକାର, ମୋବାଇଲକୁ ଆସିବ ଧାନ ବିକ୍ରି ତାରିଖ ସୂଚନା, ୨୯୬୭ ଟୋଲ୍ ଫ୍ରୀ ନମ୍ଵରକୁ ଯୋଗାଯୋଗ କରିପାରିବେ ଚାଷୀ ।

 

୫.ଦେଶର ସମସ୍ତଙ୍କୁ ମିଳିବ କୋରୋନା ପ୍ରତିଷେଧକ ଟିକା, ଏକ ଇଂରାଜୀ ଖବରକାଗଜ ସହ ସାକ୍ଷାତକାରରେ PM ମୋଦିଙ୍କ ଘୋଷଣା ।

 

 ୬.ମହାବାତ୍ୟାକୁ ପୁରିଲା ୨୧ ବର୍ଷ : ଦିନ ଯାଇଛି ଚିହ୍ନ ରହିଛି , ୩୦୦ ଲୋକଙ୍କୁ ହରାଇ ଛାରଖାର ହୋଇଯାଇଥିଲା ଏରସମାର କାଙ୍କଣ ଗାଁ।

 

 ୭.ଆର୍ଥିକ କ୍ଷମତା ନୁହେଁ, ଜୀବନ ପ୍ରତି ବିପଦ ଥିଲେ ଜେଡ୍‌ ପ୍ଲସ୍‌ ସୁରକ୍ଷା: ସୁପ୍ରିମ୍‌କୋର୍ଟ ।

 

 ୮.କେନ୍ଦ୍ରର କୃଷି ଆଇନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, ବିରୋଧୀ କେନ୍ଦ୍ର ସରକାରଙ୍କୁ ବାହାଦୁରି ଦେବାକୁ ଚାହୁଁ ନାହାନ୍ତି: ନରେନ୍ଦ୍ର ମୋଦି!

 

 ୯.୨୦୨୪ ସୁଦ୍ଧା ୫ ଲକ୍ଷ କୋଟି ଡଲାରର ଅର୍ଥନୀତିର ଲକ୍ଷ୍ୟ ପୂରଣ କରିବୁ, ଦେଶର ୫ଟି କ୍ଷେତ୍ରରେ ଅଗ୍ରଗତିର ସୂଚନା ଦେଲେ ମୋଦି ।

 

 ୧୦.ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସେସ୍‌(ମେନ୍‌) ପରୀକ୍ଷାର ସମୟ ସୂଚୀ।ଏହି ପରୀକ୍ଷା ଡିସେମ୍ବର ମାସରେ ଅନୁଷ୍ଠିତ ହେବ ।

 

 ୧୧.ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେବ ଗାଇଡଲାଇନ୍ ! ସ୍କୁଲରେ ହେବ କୋଭିଡ୍‌ ପରୀକ୍ଷା ।

 

 ୧୨.ନୀତୀଶଙ୍କ ଲୋକପ୍ରିୟତା ଖୁସୁଥିବା ଦେଖି ବିଜେପି ଏହାର ରଣନୀତିରେ ପରିବର୍ତନ କରିବା ଆରମ୍ଭ କରିଦେଇଛି ।

 

 ୧୩.ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌ ।

 

 ୧୪.ଭୁବନେଶ୍ୱର:ଖୋର୍ଦ୍ଧାର ଅମିତ ନାରାୟଣ ଦାସ। ମୋଟ ୭୨୦ ନମ୍ବରରୁ ଅମିତ୍‌ ୬୮୬ ନମ୍ବର ରଖିଛନ୍ତି। ଏହି ନମ୍ବର ରଖିବା ଦ୍ୱାରା ଅମିତ୍‌ ଓଡ଼ିଶାରେ ଦ୍ୱିତୀୟ ସବୁଠୁ ଅଧିକ ନମ୍ବର ରଖିଥିବା ଛାତ୍ର ହୋଇଛନ୍ତି।

 

 ୧୫.ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ! ରାଉରକେଲା ସେକ୍ଟର-୨୦ର ଜଣେ ଡ୍ରାଇଭରଙ୍କୁ ଏ ନେଇ GST ବିଭାଗ ନୋଟିସ୍ ପଠାଇଛି!

 

 ୧୬.ଅହମଦାବାଦ: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ବିୟୋଗ।ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

 

 ୧୭.ୟୁପିରେ ବିରୋଧୀ ମେଣ୍ଟର ଫାଟ, ବିଜେପି ସହ ହାତ ମିଳାଇବାକୁ ମାୟାବତୀ ପ୍ରସ୍ତୁତ ।

 

 ୧୮.ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର ।

 

୧୯.କୋଭିଡ୍ ବେଳେ ବିତ୍ତୀୟ ନିଅଣ୍ଟ ଓ ଋଣ ପରିଚାଳନା ଦାୟିତ୍ୱ ପାଇଁ ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ ।

 

୨୦.କରୋନା ଟିକା ବଣ୍ଟନ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା: ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ। 

 

୨୧.ଫେରିଗଲା ମୌସୁମୀ ଛୁଇଁଲା ଶୀତ: ରାଜ୍ୟରେ କୁହୁଡି ସାଙ୍ଗକୁ ହାଲୁକା ଶୀତ ଅନୁଭୂତ।‌

 

୨୨.ନଭେମ୍ବର ୨ ତାରିଖରୁ କଟକ ସହରରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ। 

 

୨୩.ବାଲେଶ୍ଵର ସଦର ନିର୍ବାଚନ : ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି।

 

୨୪.ଭୁବନେଶ୍ୱର:ଶୀତ ପାଇଁ ସତର୍କ ରୁହନ୍ତୁ, ସ୍କୁଲ ଖୋଲିଲେ ଟେଷ୍ଟିଂ,ବାଣ ଦୋକାନ ଖୋଲିବା ନିଷ୍ପତ୍ତି ପରେ।

 

୨୫.ଚଣ୍ଡିଖୋଲ:ଗାଡ଼ି ନମ୍ବର ଜାଲିଆତି, ବାଇକ୍ ନମ୍ବରରେ ଚାଲିଛି ଟ୍ରକ୍ ‌। ଜାତୀୟ ରାଜପଥରେ ଯାଞ୍ଚ୍ ପ୍ରକ୍ରିୟା କଡାକଡି।

 

୨୬.ଖୋର୍ଦ୍ଧା ଜଙ୍କିଆ ଥାନା ଟାଙ୍କଳ ଗାଁ: ବଡ଼ ଯାଆ ଆକ୍ରମଣରେ ସାନର ମୃତ୍ୟୁ, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍।‌

 

୨୭.ଅକ୍ଟୋବର ୩୧ରେ ପ୍ରକାଶ ପାଇବ OJEE ଫଳାଫଳ। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ‌ବିଦ୍ଯାର୍ଥୀ ଏଥିପାଇଁ ପଞ୍ଜିକରଣ କରିଥିଲେ।

 

୨୮.କରୋନା ସଂକ୍ରମଣର ସଙ୍କଟ ଭିତରେ ଭୋଟ ଦେଲା ବିହାର । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ । କଟକଣା ଭିତରେ ୧୬ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା।

 

୨୯.ବିହାର ମୂଳ ବାସିନ୍ଦା ଭେଭେଲ ରାମକଲୱାନ ସେସେଲ୍ସ ରାଷ୍ଟ୍ରପତି ନିର୍ବାଚିତ।

 

୩୦.ଭାରତ-ଆମେରିକା ଡାକ ସେବା ଚୁକ୍ତିନାମା ସ୍ଵାକ୍ଷରିତ, ସହଜ ହେବ ବୈଦୁତିକ ତଥ୍ୟ ବିନିମୟ।

 

୩୧.ଆସନ୍ତା ନଭେମ୍ବର 30 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ, କାର୍ଗୋ ଓ ନିର୍ଦ୍ଧାରିତ ବିମାନ କଟକଣା ମୁକ୍ତ।

 

୩୨.ଲଣ୍ଡନ: ବଡ଼ଦିନ ପୂର୍ବରୁ ମିଳିବ କୋଭିଡ୍ ଟୀକା।‌୨୦୨୧ ଦ୍ବିତୀୟ ତ୍ରେମାସରେ ‌ ଭାରତକୁ ୧୦ କୋଟି ଡୋଜ୍।

 

 ୩୩.ଗଞ୍ଜାମ ଭଞ୍ଜନଗର ମୁଖ୍ୟ ବଜାରରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ବସ୍‌ରୁ ଓହ୍ଲାଇବା ପରେ ଛୁରୀରେ ନିଜ ହାତ କାଟିଲେ ଯୁବତୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ!

 

 ୩୪.ପର୍ଶୁରାମ’ ପରେ ଏହି ଲୋକପ୍ରିୟ ଅଭିନେତାଙ୍କ ସହ ଅନ୍ୟ କୌଣସି ଓଡ଼ିଆ ସିନେମାରେ କାମ କରିନାହାନ୍ତି ଅରିନ୍ଦମ ।

 

 ୩୫.ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ବୁଧବାର ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର କୃଷ୍ଣଦାସପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

 

 ୩୬.ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ।

 

 ୩୭.ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମରେ ବିଦ୍ୟୁତ ଆଘାତ ରେ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ମିସ୍ତ୍ରୀ ଙ୍କ ମୃତ୍ୟୁ ହୋଇଛି। ମୃତକ କନ୍ଧମାଳ ଜିଲ୍ଲା ବ୍ରାହ୍ମଣିଗାଁ ଥାନା ମିଞ୍ଜାପଙ୍କା ଗ୍ରାମର ପୃଥ୍ଵୀରାଜ ବେହେରା ।

 

 ୩୮.ମହାକାଶରେ ଭାରତର ଆଖି ସାଜିବ ଇଓଏସ-୦୧ ଉପଗ୍ରହ : ଆସନ୍ତା ନଭେମ୍ବର ୭ ତାରିଖରେ ଉତକ୍ଷେପଣ କରିବ ଇସ୍ରୋ ; ଦିନରାତି ଓ ଘନ ମେଘ ଭିତରେ ବି ରଖିପାରିବ ନଜର ପ୍ରତିରକ୍ଷା ବ୍ୟବସ୍ଥା ହେବ ଆଉ ଏକ ମାଇଲଖୁଂଟ ।

 

 ୩୯.ତାମିଲନାଡୁ ପ୍ରଦେଶ ଉପଧ୍ୟକ୍ଷା ଭାବରେ ଦାୟିତ୍ୱ ତୁଲାଇ ସାରିଥିବା ଭାନାଥୀ ଶ୍ରୀନିବାସନ୍ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି।

 

 ୪୦.ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସଂପର୍କୀୟ ନାବାଳିକା ଝିଆରୀଙ୍କ ସହ କକା କରି ଆସୁଥିଲେ ଦୁଷ୍କର୍ମ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଘଟଣା ଘଟିଛି।

 

 ୪୧.ଗଞ୍ଜାମ ବଡ଼ଗଡ଼ ଭୀମପୁର ଗାଁରେ ବୋମା ବିସ୍ଫୋରଣରେ ଜଣେ ମୃତ, ଅନ୍ୟ ୨ ଜଣ ଗୁରୁତର, ବୋମା ଭିଡ଼ିବା ବେଳେ ବିସ୍ଫୋରଣ ଘଟିଥିବା ସୂଚନା। 

 

 ୪୨. ପ୍ରଶାସନ ଭାଙ୍ଗିଦେଲା ଇନ୍ଦିରା ଆବାସ : ଜଙ୍ଗଲର ଝାଟି ମାଟି କୁଡିଆରେ ମୁଣ୍ଡ ଗୁଂଜିଛନ୍ତି ଝାରବନ୍ଧ ବ୍ଲକ ଜାମପାଲି ଗାଁର ଲତା ସୁନାଙ୍କ ପରିବାର; ଭଙ୍ଗା କାନ୍ଥ ତଳେ ଚାପି ହୋଇଗଲା ପାଠପଢା ବହି ।

 

 ୪୩.ବଜାରକୁ ଆସିବ ଭାରତୀୟ ଔଷଧ କମ୍ପାନୀ ସିପଲାର କରୋନା ଆଣ୍ଟିବଡି କିଟ୍ : ଏଲିଫାଷ୍ଟ ନାଁରେ ଏହି ଦେଶୀ ଆଣ୍ଟିବଡି କିଟ୍ ବିତରଣ କରିବ ସିପଲା ।

 

 ୪୪.ଯୌନ ନିର୍ଯାତନା ମାମଲାରେ ୧୨୦ କୋଟି ଜୋରିମାନା ଗଣିବେ ବାବା, ଜେଲରେ ରହିବେ ୧୨୦ ବର୍ଷ! ଆମେରିକାର ନ୍ୟୁୟର୍କ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଆତ୍ମଘୋଷିତ ବାବା ହେଲେ କିଥ୍ ରେନର।

 

 ୪୫.ପୁଲିସର ଦମନଲୀଳା ଉପରେ ବର୍ଷିଲେ କୋର୍ଟ, କହିଲେ ସୀମା ଭିତରେ ରୁହ! ଫେସବୁକ ୟୁଜରଙ୍କ ମତକୁ ଆଧାର କରି ପୁଲିସ ଯାହା କରୁଛି ତାହା ନିନ୍ଦନୀୟ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like