-+91-9937148622 |

prerana_bgr@rediffmail.com |

  Wednesday 18th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର    (18-Mar-2026)       ||      ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   (18-Mar-2026)       ||      ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   (18-Mar-2026)       ||      ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   (18-Mar-2026)       ||      ଧୋବାତୋଟା ମେଳଣ ଉତ୍ସବ   (18-Mar-2026)       ||      ବଲାଙ୍ଗୀର ର ବୋହୂ ସଂଗୀତାଙ୍କୁ ମାଟି ଲଗ୍ନା ସେବାରତ୍ନ ସମ୍ମାନ    (18-Mar-2026)       ||      ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ   (18-Mar-2026)       ||      ଖଣି ଖନନ ନିଲାମକୁ ଦୃଢ଼ ବିରୋଧ - ରତାଖଣ୍ଡିରେ ଵିଶାଲ ସମାବେଶ    (18-Mar-2026)       ||      ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   (18-Mar-2026)       ||      *ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *   (18-Mar-2026)       ||      ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ   (17-Mar-2026)       ||      *ଆଇନ ସେବାରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯକ୍ରମ ଆୟୋଜିତ*-   (17-Mar-2026)       ||      ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   (17-Mar-2026)       ||      ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   (17-Mar-2026)       ||      ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   (17-Mar-2026)       ||      ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   (17-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା    (16-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan    (16-Mar-2026)       ||      ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ    (16-Mar-2026)       ||      କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   (16-Mar-2026)       ||     

HOME   ଜିଲ୍ଲା

କରୋନା ଟୀକା ପାଇଁ ଆଧାର କାର୍ଡ ର ଲମ୍ବା ଲାଇନ, ଅବ୍ୟବସ୍ଥା ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

26-Jul-2021



ବଲାଙ୍ଗୀର,(ପ୍ରେରଣା ଖବର) : କରୋନା ଟୀକା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏହି ଟୀକା ନେବାକୁ ଯାଇ ଟୀକା ଅଭାବ ରହିବା ସହ ମୋବାଇଲ ରେ ଭେକ୍ସିନ ପାଇଁ ଅନଲାଇନ କରି ନ ଥିବା ଲୋକ ଙ୍କୁ ନୂତନ ଭାବେ ମୋବାଇଲ ପଞ୍ଜିକରଣ କରାଯିବା ଓ ସମୟ ସେଶ ହେଇଗଲେ ପୁନଃ ଆସିବାକୁ କହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଉପଯୁକ୍ତ ପ୍ରଶାସନିକ ସୁ ବ୍ୟବସ୍ଥା ନ ଥିବା ଓ କର୍ତ୍ତୃପକ୍ଷ କର୍ମଚାରୀ ଅଭାବ ବୋଲି କହୁଥିବା ରୁ ଅସମ୍ଭାଳ ଜନସମାଗମ ଘଟୁଛି । କରୋନା ମହାମାରୀକୁ ଦୃଷ୍ଟି ଆଗରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଟୀକାକରଣ କରାଯାଉଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ କୋଭିଡ଼ ଟୀକା ନେବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି ।  ବ୍ଳକର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକା ଦିଆଯାଉଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲୋକେ ଟୀକା ନେବା ପାଇଁ ଖରାରେ ଧାଡି ବାନ୍ଧିବା ସହ ମୋବାଇଲ ଯୋଗେ ପଞ୍ଜିକରଣ କରି ନ ଥିବା ଲୋକେ ତାଙ୍କ ଆଧାର କାର୍ଡ ମାଧ୍ୟମରେ ଲମ୍ବା ଲାଇନ କରି ଜଗିରହୁଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ଦୃଢ଼ ଦାବୀ ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡୁମଛାଲି ଜଙ୍ଗଲରେ ଦୁର୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର   18-Mar-2026
  ଜିଲ୍ଲା  
ଯୋଗ ବାରୁଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ ଶ୍ରଦ୍ଧାଳୁ   18-Mar-2026
  ଜିଲ୍ଲା  
ଡାହାଣୀଖିଆ ଗ୍ରାମରେ ବାଲି ମାଫିଆଙ୍କ ଦବଙ୍ଗଗିରି ଓ ବାଲି ଚାଲାଣ   18-Mar-2026
  ଜିଲ୍ଲା  
ମା ମଙ୍ଗଳାଙ୍କ ପୀଠରେ ୨ୟ ପାଳି ପବିତ୍ର ଚୈତ୍ର ଝାମୁଯାତ୍ରା କାକଟପୁରରେ ଭକ୍ତିମୟ ପରିବେଶ, ହଜାର ହଜାର ଭକ୍ତଙ୍କ ସମାଗମ   18-Mar-2026
  ଜିଲ୍ଲା  
ଧୋବାତୋଟା ମେଳଣ ଉତ୍ସବ   18-Mar-2026
  ଜିଲ୍ଲା  
ବଲାଙ୍ଗୀର ର ବୋହୂ ସଂଗୀତାଙ୍କୁ ମାଟି ଲଗ୍ନା ସେବାରତ୍ନ ସମ୍ମାନ   18-Mar-2026
  ଜିଲ୍ଲା  
ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ   18-Mar-2026
  ଜିଲ୍ଲା  
ଖଣି ଖନନ ନିଲାମକୁ ଦୃଢ଼ ବିରୋଧ - ରତାଖଣ୍ଡିରେ ଵିଶାଲ ସମାବେଶ   18-Mar-2026
  ଜିଲ୍ଲା  
ଝିଅ ଆଉ ଗଛ ମଣିଷ ସମାଜ ପାଇଁ ଅତି ଆବଶ୍ୟକ - ଜିଲ୍ଲାପାଳ   18-Mar-2026
  ଜିଲ୍ଲା  
*ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା*- *   18-Mar-2026
  ଜିଲ୍ଲା  
ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ   17-Mar-2026
  ଜିଲ୍ଲା  
*ଆଇନ ସେବାରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯକ୍ରମ ଆୟୋଜିତ*-   17-Mar-2026

You Might Also Like